ଜର୍ମାନୀରେ ଆଞ୍ଜେଲା ମର୍କେଲ୍ ଯୁଗ ଶେଷ, ସାଧାରଣ ନିର୍ବାଚନରେ ସୋସିଆଲ୍ ଡେମୋକ୍ରାଟ୍ସ ଦଳର ବିଜୟ, ଓଲାଫ ସ୍କୋଲଜ୍…

ବର୍ଲିନ୍: ଆଞ୍ଜେଲା ମର୍କେଲଙ୍କ କଞ୍ଜର୍ଭେଟିଭ୍ ପାର୍ଟି ଜର୍ମାନୀର ସାଧାରଣ ନିର୍ବାଚନରେ ​​ଅଳ୍ପ ବ୍ୟବଧାନରେ ​​ହାରିଯାଇଛି। ଏଥର ସେ ଚାନ୍ସେଲର୍ ପଦରେ ରହିବେ ନାହିଁ ବୋଲି ଆଞ୍ଜେଲା ମର୍କେଲ ପୂର୍ବରୁ ଘୋଷଣା କରିସାରିଥିଲେ । ତାଙ୍କରି ଏହି ଘୋଷଣା ଭୋଟରଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି ବୋଲି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନେଲେ କରୋନା ଟିକାର ବୁଷ୍ଟର ଡୋଜ୍

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କରୋନା ଟିକାର ଏକ ବୁଷ୍ଟର ଡୋଜ ନେଇଛନ୍ତି। ଆଜି ସେ ଫାଇଜର୍ ଭ୍ୟାକ୍ସିନର ଏକ ବୁଷ୍ଟର ଡୋଜ ଗ୍ରହଣ କରିଛନ୍ତି | କିଛି ଦିନ ତଳେ ଆମେରିକାର ଡ୍ରଗ୍ସ ନିୟନ୍ତ୍ରକ ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଫାଇଜର ଟିକାର ଏକ ବୁଷ୍ଟର୍ ଡୋଜ୍ ଦେବାକୁ…

ଭୟଙ୍କର ବିସ୍ଫୋରଣରେ ଉଡିଗଲା ପୁରୀ ବଳଙ୍ଗା ଥାନାର ଛାତ, ଭୁଶୁଡିଲା କାନ୍ଥ, କାରଣ ଅସ୍ପଷ୍ଟ

ପୁରୀ - ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଥାନାର ଛାତ ଉଡିଯିବା ସହ କାନ୍ଥ ଭୁଶୁଡି ପଡିଛି । ସୌଭାଗ୍ୟବଶତଃ ଡ୍ୟୁଟିରେ ଥିବା ଥାନା କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । କେଉଁ…

ଇଞ୍ଜାମାମ ଉଲ୍ ହକଙ୍କୁ ହୃଦଘାତ

ଲାହୋର: ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକ୍ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ଲାହୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ସନ୍ଧ୍ୟାରେ ଆଞ୍ଜିଓପ୍ଲାଷ୍ଟି ପରେ ଇଞ୍ଜାମାମଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି ।…