କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ, ଦିଲ୍ଲୀ-ଅମୃତସର ରାଜପଥ ଅବରୋଧ କଲେ ଚାଷୀ, ଭାରତ ବନ୍ଦକୁ ବିରୋଧୀ ଦଳଙ୍କ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଗତ ୧୦ ମାସ ଧରି ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆଜି ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍)ର ନେତୃତ୍ୱରେ ୪୦ କୃଷକ ସଂଗଠନ ଏହି ବନ୍ଦ ‌ଡ଼ାକରା ଦିଆଯାଇଛି । ସକାଳ ୬ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବନ୍ଦ ପାଳନ…

ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ । ଏହି ମହାନ ସାରସ୍ୱତ ସାଧକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଭାଷାକୁ ରୁଦ୍ଧିମନ୍ତ କରିବାରେ ପୂର୍ଣ୍ଣାଙ୍ଗ ଭାଷାକୋଷର ବଳିଷ୍ଠ…

ରାଜ୍ୟରେ ପୁଣି ୫ ଶହ ତଳେ ଦୈନିକ କୋରୋନା ସଂକ୍ରମଣ, ୪୪୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୪୪୪ ନୂଆ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୯ ଜଣ ଅଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୨୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୭୦ ଓ କଟକରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ…

ବାତ୍ୟା ଗୁଲାବ ଗଭୀର ଅବପାତ ରୂପେ ସକ୍ରିୟ, ୬ ଘଣ୍ଟାରେ ଅବପାତରେ ପରିଣତ ହେବ

ଭୁବନେଶ୍ୱର – ବାତ୍ୟା ଗୁଲାବ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସକ୍ରିୟ ରହିଛି । ଗତ ୬ ଘଣ୍ଟା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବାତ୍ୟା ଗୁଲାବ ଗତକାଲି ରାତିରେ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟନମ ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା…

କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ୧୦ ଘଣ୍ଟିଆ ଭାରତ ବନ୍ଦ ଆରମ୍ଭ, ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରଭାବ

ଭୁବନେଶ୍ୱର – କୃଷି ଆଇନ ବିରୋଧରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଭାରତ ବନ୍ଦ ଡାକରା ଦିଆଯାଇଛି । ୨୧ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି । ରାଜ୍ୟରେ ମଧ୍ୟ ବନ୍ଦ ପାଳନ କରାଯାଉଛି । ବନ୍ଦକୁ ସମର୍ଥନ ଜଣାଇଛି…