ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିକାଣ୍ଡ, ଓକିଲ ବେଶରେ ଆସି ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କଲେ, ପୋଲିସ ଗୁଳିରେ ଦୁଇ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜିତେନ୍ଦ୍ର ଗୋଗି ନାମକ ଜଣେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଛି । ଜିତେନ୍ଦ୍ର ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ । ଏହି ଗୁଳିକାଣ୍ଡରେ ତିନିରୁ ଚାରି ଜଣ ମଧ୍ୟ ଆହତ ହୋଇଛନ୍ତି। ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ…