ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ନେଲା ସିବିଆଇ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ନେଇଛି ସିବିଆଇ । ସୋମବାର ସନ୍ଦେହ ଜନକ ସ୍ଥିତିରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଆଲାହାବାଦ ସ୍ଥିତ ତାଙ୍କ ଆଶ୍ରମରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ନରେନ୍ଦ୍ର…

ସେନ୍ସେକ୍ସ ଇତିହାସ ସୃଷ୍ଟି କଲା, ପ୍ରଥମ ଥର ପାଇଁ ୬୦,୦୦୦ ଅତିକ୍ରମ କଲା

ମୁମ୍ବାଇ: ସପ୍ତାହର ଶେଷ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ବଜାର ଜବରଦସ୍ତ ଢଙ୍ଗରେ ଖୋଲିଛି ​​| ବଜାର ଖୋଲିବା ମାତ୍ରେ ସେନସେକ୍ସ ନୂତନ ଇତିହାସ ସୃଷ୍ଟି କରିଛି | ସେନ୍ସେକ୍ସ ପ୍ରଥମ ଥର ପାଇଁ ୬୦୧୦୦ ରୁ ଊର୍ଦ୍ଧ୍ବ ଅଙ୍କ ସହ ଖୋଲିଛି | ବଜାର ବର୍ତ୍ତମାନ ଦ୍ରୁତ କାରବାର କରୁଛି | ସମ୍ପ୍ରତି…

ଯାଜପୁରରେ ବିଜେପିକୁ ଶକ୍ତ ଧକ୍କା, ୨୦୧୯ର ବିଧାୟକ ପ୍ରାର୍ଥୀଙ୍କ ସମେତ ଦଳ ଛାଡିଲେ ୧୨ ନେତା

ଚଣ୍ଡିଖୋଲ - ଯାଜପୁରରେ ବିଜେପିକୁ ଶକ୍ତ ଧକ୍‌କା । ୨୦୧୯ ନିର୍ବାଚନରେ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା ଦଳ ଛାଡିଛନ୍ତି । ରମେଶ ଓ ଦଳର ବିଭିନ୍ନ ପଦପଦବୀରେ ଥିବା ଅନ୍ୟ ୧୧ ଜଣ ମଧ୍ୟ ବିଜେପି ଛାଡିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ…