ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ଅବସରପ୍ରାପ୍ତ ଆଇପିଏସ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ

ଭୁବନେଶ୍ୱର – ଜଳଦ ତ୍ରିପାଠୀଙ୍କୁ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାମିଲନାଡୁର ପୂର୍ବତନ ଡିଜି ଜଳଦ ତ୍ରିପାଠୀ, ସୁନୀଲ କୁମାର ମିଶ୍ରଙ୍କ ସ୍ଥାନ ନେଇଛନ୍ତି । ସୁନୀଲ କୁମାର ମିଶ୍ର ସିଆଇସି…

ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ, ବିଜେବି କଲେଜ ଆଗରେ

ଭୁବନେଶ୍ୱର - ଯୁକ୍ତ ତିନି ଆଡମିଶନ ନେଇ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪୦ ହଜାର ୬୧୧ ଛାତ୍ରଛାତ୍ରୀ । ମୋଟ ୨ ଲକ୍ଷ ୪୪ ହଜାର ୨୫୨ ଜଣ ପିଲା ଆବେଦନ କରିଥିଲେ । ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି ବିଜେବି…

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅନ୍ତରାଳେ… ଆୟୁଷ୍ମାନକୁ ବିରୋଧ ଓ ବିଜୁ ସ୍ମାର୍ଟକାର୍ଡକୁ ନରସିଂହ ଓ…

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ବଲାଙ୍ଗୀର ଗସ୍ତ ଶେଷ ହୋଇଛି । ଜିଲ୍ଲାକୁ ପ୍ରାୟ ୮ ଶହ କୋଟି ଟଙ୍କାର ପ୍ରକଳ୍ପ ମିଳିଛି । ସେପଟେ , ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି…

ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ରୋଗୀ ଦେଖିପାରିବେ ଫାର୍ମାସିଷ୍ଟ, ୧୩ ପ୍ରକାର ରୋଗ ପାଇଁ ଦେଇପାରିବେ ଔଷଧ

ଭୁବନେଶ୍ୱର – ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଔଷଧ ଯୋଗାଇ ପାରିବେ । ଏ ନେଇ ସରକାରୀ ନିୟମ ଲାଗୁ ହୋଇଛି । ଯେଉଁ ଡାକ୍ତରଖାନାରେ ଜଣେ ଡାକ୍ତର ଅଛନ୍ତି,ସେଠାରେ ବିଭିନ୍ନ ସମୟରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ସୁପାରିଶ କରୁଛନ୍ତି । ଏହାକୁ…

Quick Detox Recipes

New Delhi: The purpose of a detox plan is to ease the function of major organs like the heart, kidneys and liver in order to help them recuperate and perform better. Ayurveda recommends constantly detoxing the body with the changing season…

କୁକୁର ହତ୍ୟାକାରୀ ଜଳଖିଆ ଦୋକାନୀ ଗିରଫ

ଚୌଦ୍ୱାର – କୁକୁର ହତ୍ୟାକାରୀ ଜଳଖିଆ ଦୋକାନୀ ଗିରଫ । କଟକ ଜିଲ୍ଲା ଚୌଦ୍ୱାର ଥାନା ଶଙ୍କରପୁର ଗାଁରେ ୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିବା ଜଳଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ଗିରଫ କରାଯାଇଛି । ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଜୟ, ଗୁଲୁଗୁଲାରେ ବିଷଦେଇ କୁକୁରମାନଙ୍କୁ…