ରାଜ୍ୟରେ ଟିକା କେନ୍ଦ୍ର ସଂଖ୍ୟା ବୃଦ୍ଧି, ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ଫୋକସ୍ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଟିକାକେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି । ପୂର୍ବରୁ ୧୬ ଶହ କେନ୍ଦ୍ରରେ ଟିକାକରଣ ଚାଲିଥିଲା । ଏବେ ଟିକା କେନ୍ଦ୍ର ସଂଖ୍ୟା ୧ ହଜାର ୭୭୪ ରହିଛି । ଦୈନିକ ଚାରି ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକ ହେଲେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର…

ଅଭାବନୀୟ ଘଟଣା, ସନ୍ଦେହରେ ଆସି ସ୍କୁଲରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଶିକ୍ଷକ ସ୍ୱାମୀଙ୍କ ଉଦ୍ୟମ

ବଲାଙ୍ଗୀର – ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଦୁର୍ଗାପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିିଛି । ସନ୍ଦେହରେ ଆସି ନିଜ ଶିକ୍ଷୟିତ୍ରୀ ପତ୍ନୀଙ୍କର ଜୀବନ ନେବାକୁ ଚେଷ୍ଟା କରିଛନ୍ତି ଜଣେ ଶିକ୍ଷକ ପତି । ସ୍କୁଲରେ ପଶି ନିଜ ପତ୍ନୀଙ୍କ ତଣ୍ଟି କାଟିଦେଇ ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଶିକ୍ଷକ ।…

ସନରାଇଜର୍ସ ହାଇଦ୍ରାବାଦ ବୋଲର ଟି.ନଟରାଜନ କରୋନା ପଜିଟିଭ୍

ଦୁବାଇ: ଆଇପିଏଲ୍ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି । ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି.ନଟରାଜନ କରୋନା ପଜିଟିଭ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଆଜି ଖେଳାଯିବାକୁ ଥିବା ହାଇଦ୍ରାବାଦ-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ନେଇ ଅନିଶ୍ଚିତତା…