ଅଶ୍ଳୀଳ ଫିଲ୍ମ ମାମଲା: ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇର ଏକ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଖବର ଅନୁଯାୟୀ, କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି। ଫେବୃଆରୀ ୨୦୨୧ରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ…

ଫେବ୍ରୁଆରୀ ୧୫ରେ ବାରବାଟୀକୁ ଫେରିବ ଆନ୍ତର୍ଜାତିକ କ୍ରିକେଟ, ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ମୁକାବିଲା

କଟକ – ବାରବାଟୀକୁ ପୁଣି ଫେରିବ ଆନ୍ତର୍ଜାତିକ କ୍ରିକେଟ । ଆସନ୍ତାବର୍ଷ ଫେବ୍ରୁଆରୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଏକ ଟି-୨୦ ମ୍ୟାଚ୍ । ଇଣ୍ଡିଜ ଟିମ୍ ଭାରତ ଗସ୍ତ କରି ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍…

ଆସନ୍ତା ୨୨ରୁ ଓଡିଶାରେ ଜାତୀୟ ଜୁନିଅର ଖୋ ଖୋ ପ୍ରତିଯୋଗିତା

ଭୁବନେଶ୍ୱର- ୪୦ତମ ଜାତୀୟ ଜୁନିଅର ଖୋ ଖୋ ପ୍ରତିଯୋଗିତା ଓଡିଶା ଆୟୋଜନ କରିବ । ଆସନ୍ତା ୨୨ ତାରିଖରୁ ୨୬ ତାରିଖ ଯାଏଁ ଏହି ପ୍ରତିଯୋଗିତା ଖେଳାଯିବ । ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଭାଗ ନେବେ । ୭ ଶହରୁ ଅଧିକ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେବେ । ଉଭୟ ବାଳକ ଓ ବାଳିକା…