ବିଏମସିର ଟିକାକରଣ ମାଇଲଖୁଣ୍ଟ, ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ

ଭୁବନେଶ୍ୱର – କୋଭିଡ ଟିକାକରଣରେ ଭୁବନେଶ୍ୱର ମହାନଗର ନିଗମ-ବିଏମସି ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ଭୁବନେଶ୍ୱରରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଲୋକଙ୍କୁ ସଫଳତାର ସହ କୋଭିଡର ଦୁଇ ଡୋଜ୍ ଟିକା ଦିଆଯାଇଛି । କୋଭିଡ ମହାମାରୀ ବିରୋଧରେ ଲଢେଇରେ ସହଯୋଗ କରିଥିବାରୁ ଭୁବନେଶ୍ୱରବାସୀଙ୍କୁ…

ଲଘୁଚାପ ଘନୀଭୂତ, ଦୁଇ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା, ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର- ବଙ୍ଗୋପସାଗରରେ ଲଘୁଚାପ ଆହୁରି ଘନୀଭୂତ ହୋଇଛି । ଆଗାମୀ ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦୁଇ ଦିନ ଧରି ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ଟି ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ୱାର୍ଣ୍ଣିଂ । ସେହି ଜିଲ୍ଲାଗୁଡିକ ହେଲା -…

ପାଇଲଟଙ୍କ ଭୁଲ୍ ଯୋଗୁଁ କୋଜିକୋଡରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା: ରିପୋର୍ଟ

ନୂଆଦିଲ୍ଲୀ: ପାଇଲଟଙ୍କ ଭୁଲ୍ ଯୋଗୁଁ ଗତ ବର୍ଷ କେରଳର କୋଜିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନ ରନଓ୍ବେରେ ଅବତରଣ କଲାବେଳେ ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର (ଏସ୍ଓପି) ପାଳନ କରିନଥିଲେ ବୋଲି ତଦନ୍ତ ରିପୋର୍ଟରେ କୁହାଯାଇଛି। ଉକ୍ତ ବିମାନ…

ସୁପ୍ରିମକୋର୍ଟଙ୍କ ସମାଲୋଚନା ପରେ ଟ୍ରିବ୍ୟୁନାଲ୍ ନିଯୁକ୍ତିକୁ କେନ୍ଦ୍ରର ମଞ୍ଜୁରି

ନୂଆଦିଲ୍ଲୀ: ଟ୍ରିବ୍ୟୁନାଲ ସଂସ୍କାର ଆଇନ ଏବଂ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାର ପାଞ୍ଚ ଦିନ ପରେ କେନ୍ଦ୍ର ନ୍ୟାସନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ଏବଂ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ(ଆଇଟିଏଟି)ରେ ନ୍ୟାୟିକ ତଥା ଟେକ୍ନିକାଲ ସଦସ୍ୟଙ୍କୁ…