ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, ୧୨ ଓ ୧୩ ତାରିଖରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ପୂର୍ବାନୁମାନ

ଭୁବନେଶ୍ୱର-ଘୁର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀ ଓ ତତ୍‌ସଂଲଗ୍ନଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର…

ଗଣପର୍ବ ନୂଆଁଖାଇ ଉପଲକ୍ଷେ ଚଳଚଞ୍ଚଳ ପଶ୍ଚିମ ଓଡିଶା, କୋଭିଡତ୍ତସତ୍ତ୍ୱେ କମ୍ ହୋଇନି ଲୋକଙ୍କ ଉତ୍ସାହ

ସମ୍ବଲପୁର – ଗଣପର୍ବ ନୂଆଁଖାଇ ଉପଲକ୍ଷେ ଆଜି ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ । କୋଭିଡ ସତ୍ତ୍ୱେ ଲୋକଙ୍କ ଉତ୍ସାହ କମ୍ ହୋଇନାହିଁ । ବନ୍ଧୁ ପରିବାରବର୍ଗଙ୍କ ସହ ସମସ୍ତେ ନୂଆଁଖାଇବେ ଆଜି । ଆଜି ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପରେ ସମସ୍ତେ ନୂଆ ଖାଇବେ । ନବାନ୍ନ ଲାଗି…

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । କୋଭିଡ କଟକଣା ମଧ୍ୟରେ ସାରା ପଶ୍ଚିମ ଓଡିଶାବାସୀ ପାଳନ କରୁଛନ୍ତି ଏହି କୃଷିଭିତ୍ତିକ ଗଣପର୍ବ । ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନୂଆଁଖାଇ ଆମ କଳା ସଂସ୍କୃତିର ପରିଚୟ । ଏହା ଏକ ସାମାଜିକ…

ଗଣପର୍ବ ନୂଆଖାଇ

ଆମ ସାମାଜିକ ଚଳଣିରେ ନୂଆଖାଇ ଏକ ସ୍ୱତନ୍ତ୍ର ପର୍ବ। ଯେଉଁ ପର୍ବରେ ଦେଖିବାକୁ ମିଳିଥାଏ ସାମାଜିକ ,ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭାବଗତର ଝଲକ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ପାଳନ କରାଯାଇଥାଏ ନୂଆଖାଇ ପର୍ବ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହାଏକ ଗଣପର୍ବ। ଜାତି, ଧର୍ମ,…

ଗୀତା ମହାତ୍ମ୍ୟ: ଯଦ୍ୟପେତେ ନ ପଶ୍ୟନ୍ତି ଲୋଭପହତ ଚେତସ। କୁଳକ୍ଷୟ କୃତମ ଦୋଷ ମିତ୍ରଦ୍ରୋହେ ଚ ପାତକଂ।।

ଗୀତା ମହାତ୍ମ୍ୟ: ଯଦ୍ୟପେତେ ନ ପଶ୍ୟନ୍ତି ଲୋଭପହତ ଚେତସ। କୁଳକ୍ଷୟ କୃତମ ଦୋଷ ମିତ୍ରଦ୍ରୋହେ ଚ ପାତକଂ।। ଅର୍ଜୁନ କହିଲେ : ହେ ମାଧବ ! ଯଦ୍ୟପି ଲୋଭ ବଶତଃ ଭ୍ରଷ୍ଟଚିତ୍ତ୍ୱ ହୋଇଯାଇଥିବା ଏହି ଲୋକେ କୂଳକ୍ଷୟ ଜନିତ ଦୋଷ ଓ ମିତ୍ରଦ୍ରୋହ ଜନିତ ପାପ ଜାଣିପାରୁ ନାହାନ୍ତି। ( ଗୀତା ୧ମ ଅ। ୩୮ଶ…