ଘରକୁ ଯାଇ ଲୋକଙ୍କ ଟିକାକରଣ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରକୁ ଘର ଯାଇ ଲୋକଙ୍କ ଟିକାକରଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ଏକ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି । ଦେଶରେ କୋଭିଡ୍ ସ୍ଥିତିର ବିବିଧତା ଏବଂ ପ୍ରଶାସନିକ ଜଟିଳତା ଦୃଷ୍ଟିରୁ ଘରୁ ଘର…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌: ବୁମରା, ଶାର୍ଦ୍ଦୁଲ ଉଠିଲେ

ଦୁବାଇ: ଓଭାଲ ଟେଷ୍ଟ ବିଜୟର ଦୁଇ ନାୟକ ଯଶପ୍ରୀତ ବୁମରା ଓ ଶାର୍ଦ୍ଦୁଲ ଠାକୁରଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଆଇସିସି ଦ୍ୱାରା ଜାରି ସଦ୍ୟତମ ବୋଲର ତାଲିକାରେ ବୁମରା ଗୋଟିଏ ସ୍ଥାନ ଉଠି ନବମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପଟେ ଠାକୁର ଆଇସିସି ବ୍ୟାଟିଂ ତାଲିକାରେ ବଡ଼ ଲମ୍ଫ ଦେଇଛନ୍ତି । ସେ…

ଓଡିଶା ପଂଚାୟତ ଆଇନ ସଂଶୋଧନ ବିଲ୍ ବିଧାନସଭାରେ ପାରିତ

ଭୁବନେଶ୍ୱର- ଓଡିଶା ପଂଚାୟତ ଆଇନ ସଂଶୋଧନ ବିଲ୍ -୨୦୨୧ ବିଧାନସଭାରେ ଗୃହୀତ ହୋଇଛି । ବିଲ୍ ଅନୁସାରେ ମୋଟ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ…