ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଆଇକନିକ ଆଦର୍ଶ ବିଦ୍ୟାଳୟ, ୫ରେ ଶିଳାନ୍ୟାସ

ଭୁବନେଶ୍ୱର – ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଅନ୍ଧାରୁଆରେ ଏକ ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଛି । ଭୁବନେଶ୍ୱର ଅନ୍ଧାରୁଆରେ ୨୫ ଏକର ଜମିରେ ଏହି ଆଇକନିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ । ରାଜ୍ୟରେ ସବୁ ୩୧୪ ବ୍ଲକରେ…

ଓଟିଡିସିର ‘ନିମନ୍ତ୍ରଣ’ ରେଷ୍ଟୁରାଂଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ –ଓଟିଡିସିର ଓଡିଆ ରେଷ୍ଟୁରାଂଟ୍ ‘ନିମନ୍ତ୍ରଣ’ର ଶୁଭାରମ୍ଭ ହୋଇଛି । ସହିଦନଗରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ ରେଷ୍ଟୁରାଂଟର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହି ରେଷ୍ଟୁରାଂଟ ଖୋଲିଥିବା ବେଳେ…

ରାଜ୍ୟରେ ୨୦୧୭ରୁ ୨୦୨୧ ମଧ୍ୟରେ ବଜ୍ରାଘାତରେ ୧ ହଜାର ୬୨୧ ଜଣଙ୍କ ପ୍ରାଣହାନି

ଭୁବନେଶ୍ୱରରେ- ରାଜ୍ୟରେ ୨୦୧୭ରୁ ୨୦୨୧ ମଧ୍ୟରେ ୧ ହଜାର ୬୨୧ ଜଣ ବ୍ୟକ୍ତିଙ୍କ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଏହି ସମୟ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୧୨ ଜଣ ପ୍ରାଣ ହରାଇଛନ୍ତି । ଆଜି ବିଧାନସଭାରେ ରାଜସ୍ୱ ଓ…

ଭୁବନେଶ୍ୱରରେ ଗୁଳିମାଡ଼

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜାଗମରାରେ ଘଟିଛି ଘଟଣା, ୨ପଡୋଶୀଙ୍କ ମଧ୍ୟରେ ହୋଇଛି ମାରପିଟ । ମିଳିଥିବା ସୂଚନା ମୁତାବକ ଗାଡ଼ି ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପଡୋଶୀଙ୍କ ମାଡ଼ରେ ଆହତ ହୋଇଥିଲେ ଜଣେ ଯୁବକ । ଉକ୍ତ ଯୁବକ…

ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଶେଷ

ପୁରୀ – ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଶେଷ ହୋଇଛି । କେବଳ କଳାହାଟ ଦ୍ୱାରକୁ ଛାଡି ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣୀ ହୋଇଛି । ରଥଯାତ୍ରା ପୂର୍ବରୁ ଜୟ ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାଶ୍ୱର୍ରେ ବର୍ମାଟିକ୍ କାଠ ଦ୍ୱାର ଲାଗିଥିଲା । ପରେ ସବୁର ରୁପା ଛାଉଣୀ…