ରାଜ୍ୟରେ ଆଉ ୭୪୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ ବୟସର ୧୧୯

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୪୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୪୩୫ ଓ ସ୍ଥାନୀୟ ଅଞ୍ଚଳରୁ ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୯ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଓ କଟକରୁ ୧୨୦ ଆକ୍ରାନ୍ତ ଚିହ୍ନଟ…

‘ମେକ୍ ଇନ୍ ଇଣ୍ଡିଆ’ ଯୋଜନାକୁ ଝଟକା, ଜେନେରାଲ ମୋଟର୍ସ ଓ ହାର୍ଲି ଡେଭିଡସନ ପରେ ଫୋର୍ଡ ଭାରତ ଛାଡ଼ିଲା

ନୂଆଦିଲ୍ଲୀ: ଆମେରିକାର କାର୍ କମ୍ପାନୀ ଫୋର୍ଡ ଭାରତରେ ନିଜ ପ୍ଲାଣ୍ଟ ବନ୍ଦ କରିବ। କମ୍ପାନୀ ଏହା ଘୋଷଣା କରିଛି । କମ୍ପାନୀ କହିଛି ଯେ ଭାରତୀୟ ବଜାରରେ ଏକ ସ୍ଥିର ସ୍ଥାନ ସୃଷ୍ଟି କରିବାର ପ୍ରୟାସ ବିଫଳ ହୋଇଛି, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଫୋର୍ଡ କମ୍ପାନୀ ଆଉ ଭାରତରେ କାର…

ଭାରତୀୟ ଖେଳାଳିଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍‌, ଆଜି ଖେଳାଯିବ ପଞ୍ଚମ ଟେଷ୍ଟ

ମାଞ୍ଚେଷ୍ଟର: ପଞ୍ଚମ ଟେଷ୍ଟକୁ ନେଇ ଅନିଶ୍ଚିତତା ଦୂର ହୋଇଛି । ସବୁ ଭାରତୀୟ ଖେଳାଳିଙ୍କ ଆର୍‌ଟି-ପିସିଆର ଟେଷ୍ଟ ନେଗେଟିଭ୍ ହେବା ପରେ ପଞ୍ଚମ ଟେଷ୍ଟ ପାଇଁ ବାଟ ଫିଟିଛି । ଆଜିଠୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଏହି ଟେଷ୍ଟ ଖେଳାଯିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୧ରେ…

କରୋନା ଅପଡେଟ୍: ଦେଶରେ ଆଉ ୩୪,୯୭୬ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ | ପ୍ରତିଦିନ ୩୦ ରୁ ୪୦ ହଜାର ମାମଲା ରିପୋର୍ଟ ହେଉଛି | ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଗତ ଦେଶରେ ଆଉ ୩୪,୯୭୬ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ସେପ୍ଟେମ୍ବରରେ ଚତୁର୍ଥ ଥର ପାଇଁ ୪୦…

ଟିକାର ପ୍ରଥମ ଡୋଜ୍ ୯୬.୬ ପ୍ରତିଶତ ଏବଂ ଦ୍ୱିତୀୟ ଡୋଜ୍ ୯୭.୫ ପ୍ରତିଶତ ମୃତ୍ୟୁରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ: ଭାରତରେ ଦିଆଯାଉଥିବା ଟିକାର ପ୍ରଥମ ଡୋଜ୍ କରୋନା ଜନିତ ମୃତ୍ୟୁକୁ ରୋକିବାରେ ୯୬.୬ ପ୍ରତିଶତ ପ୍ରଭାବୀ ଏବଂ ଦ୍ୱିତୀୟ ଡୋଜ୍ ସଂକ୍ରମଣ ଜନିତ ମୃତ୍ୟୁରୁ ୯୭.୫ ପ୍ରତିଶତ ସୁରକ୍ଷା ଦେଇଥାଏ | ଟିକାକରଣ ଦ୍ବାରା ହସ୍ପିଟାଲରେ ଭର୍ତ୍ତି ସମ୍ଭାବନା ମଧ୍ୟ ବହୁ ମାତ୍ରାରେ କମ୍ ହୋଇଥାଏ ।…

ଜାଣନ୍ତୁ କେଉଁ ଆକୃତିର ଗଣେଶ ମୂର୍ତ୍ତି ପୂଜା କଲେ କି ଫଳ ମିଳିଥାଏ

ଶାସ୍ତ୍ର ଅନୁସାରେ ବଜାରରେ ବିଭିନ୍ନ ଧାତୁର ମୂର୍ତ୍ତି ବିକ୍ରି ହେଉଥିଲେ ମଧ୍ୟ ମାଟି ମୂର୍ତ୍ତିକୁ ହିଁ ଘରେ ପୂଜା କରିବା ଉଚିତ୍ । ଏହାଛଡା ଯଦି ସୁନା,ଚାନ୍ଦୀ,ତମ୍ବା ମୂର୍ତ୍ତିକୁ ପୂଜା କରୁଛନ୍ତି ତେବେ ପ୍ରାଣପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ଉଚିତ୍ । ଏହା ବ୍ୟତୀତ ଭିନ୍ନ ଭିନ୍ନ…