୬ ମାସରେ ୩ ରାଜ୍ୟରେ ବିଜେପିର ୪ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଇସ୍ତଫା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ପ୍ରାୟ ୧୫ ମାସ ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଗତ ୬ ମାସ ମଧ୍ୟରେ ବିଜୟ ରୁପାନୀ ହେଉଛନ୍ତି ବିଜେପିର ଚତୁର୍ଥ ମୁଖ୍ୟମନ୍ତ୍ରୀ ଯିଏକି ପଦ ଛାଡ଼ିଛନ୍ତି। ଗୁଜୁରାଟ ପୂର୍ବରୁ ଉତ୍ତରାଖଣ୍ଡ ଏବଂ…

ରାଜ୍ୟରେ ୬୪୯ ନୂଆ କୋରୋନା ମାମଲା, ସଂକ୍ରମିତ ଶିଶୁ-କିଶୋରଙ୍କ ସଂଖ୍ୟା ୧୦୩

ଭୁବନେଶ୍ୱର- ରାଜ୍ୟରେ ଆଉ ୬୪୯ ନୂଆ କୋରୋନା ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୩୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୬୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂୂଆ ସଂକ୍ରମିତଙ୍କ ମଧ୍ୟରେ ଶିଶୁ-କିଶୋରଙ୍କ ସଂଖ୍ୟା ରହିଛି ୧୦୩ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୫ ଓ କଟକରୁ ୮୪…

କରୋନା ଅପଡେଟ୍: ଦେଶରେ ଆଉ ୨୮,୫୯୧ ନୂଆ ମାମଲା, ୩୩୮ ମୃତ

ନୂଆଦିଲ୍ଲୀ: ତିନି ଦିନ ଧରି ଭାରତରେ କରୋନା ମାମଲାରେ ସାମାନ୍ୟ ହ୍ରାସ ଲକ୍ଷ୍ୟ କରାଯାଇଛି। ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୮,୫୯୧ ନୂଆ ମାମଲା ଆସିଛି। ଏହାପୂର୍ବରୁ ଶନିବାର ୩୩୩୭୬, ଶୁକ୍ରବାର ୩୪୯୭୩ ଟି ନୂଆ…

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଚେତିଲା କେନ୍ଦ୍ର, କରୋନା ମୃତ୍ୟୁ ପ୍ରମାଣପତ୍ର ନେଇ ନୂଆ ଗାଇଡ ଲଇନ୍ ଜାରି

ନୂଆଦିଲ୍ଲୀ: କରୋନା କାରଣରୁ ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ କେନ୍ଦ୍ର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଯଦି କୌଣସି ବ୍ୟକ୍ତି କରୋନାରେ…

କୋଣାର୍କ ସୂର୍ଯ୍ୟମନ୍ଦିର ପାରିପାଶ୍ୱିର୍କ ଅଞ୍ଚଳର ରୂପାନ୍ତରଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଣାର୍କ ସୂର୍ଯ୍ୟ ମନ୍ଦିର ଆଖପାଖ ଅଂଚଳରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବା ପରେ ଏହାର ସୌନ୍ଦର୍ଯ୍ୟ ଆହୁରି ରମଣୀ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ରୂପାନ୍ତରଣ କାର୍ଯ୍ୟରେ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍…