ସଂକ୍ରମଣ ପୁଣି ଉପରମୁହାଁ, ଦିନକରେ ଆସିଲା ଆଉ ୧୬, ୭୬୪ ମାମଲା, ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଏହା ସହିତ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବିପଜ୍ଜନକ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬, ୭୬୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହି ରୋଗରେ ଆଉ ୨୨୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଦେଶରେ…

ଭାରତରେ ଓମିକ୍ରନ୍ ଯୋଗୁଁ ପ୍ରଥମ ମୃତ୍ୟୁ

ମୁମ୍ବାଇ: ଓମିକ୍ରନ୍ ରେ ଭାରତରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି | ଯଦିଓ ମହାରାଷ୍ଟ୍ର ସରକାର ମୃତ୍ୟୁର କାରଣ କରୋନା ବୋଲି ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ତାଙ୍କ ମୃତ୍ୟୁ ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ରିପୋର୍ଟରେ ମୃତକ ଓମିକ୍ରନ୍ ସଂକ୍ରମିତ ହୋଇଥିଲେ ବୋଲି…