ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଆତ୍ମସାତ ଅଭିଯୋଗରେ ତିହିଡି ବ୍ଲକ ଅଫିସ କିରାଣୀଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ

ଭଦ୍ରକ- ଭିିଜିଲାନ୍ସ ଜାଲରେ ଧରାପଡିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ କାର୍ଯ୍ୟାଳୟର କିରାଣୀ ପ୍ରଭାକର ପ୍ରଧାନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଆତ୍ମସାତ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ପରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ଅଫିସ ଓ ବାଲେଶ୍ୱର ଘରେ ଭିଜିଲାନ୍ସ ଚଢାଉ…

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ସହ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସୌଜନ୍ୟମୂଳକ ସାକ୍ଷାତ, ଫୁଟବଲ୍ ପଡ଼ିଆର…

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଜି ଇଲେକ୍‌ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଆଜି ପୂର୍ବାହ୍ନରେ…

ତାମିଲନାଡୁ ବିଧାନସଭାରେ ନିଟ୍ ପରୀକ୍ଷା ବିରୋଧରେ ବିଲ୍ ପାରିତ

ଚେନ୍ନାଇ: ନିଟ୍ ପରୀକ୍ଷାରୁ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଛାଡ଼ ଦେବା ପାଇଁ ସୋମବାର ତାମିଲନାଡୁ ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି । ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍)ରୁ ରାଜ୍ୟର ଡାକ୍ତରୀ ଛାତ୍ରମାନଙ୍କୁ ସ୍ଥାୟୀ ଛାଡ଼ ପ୍ରଦାନ କରିବାକୁ ଏହି ବିଲ୍ ଆଣିଥିଲେ ତାମିଲନାଡୁ…

ବୁମରା ଓ ଆଫ୍ରିଦିଙ୍କୁ ପଛରେ ପକାଇ ରୁଟ୍ ଜିତିଲେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ୍ ପୁରସ୍କାର

ଦୁବାଇ: ଆଇସିସି ସୋମବାର ଅଗଷ୍ଟ ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରିଛି। ଇଂଲଣ୍ଡର ଅଧିନାୟକ ଜୋ ରୁଟଙ୍କୁ ମାସର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି। ଭାରତ ବିପକ୍ଷ ଟେଷ୍ଟ ସିରିଜରେ ରୁଟ୍ ରନ୍ ବର୍ଷା କରିଥିଲେ। ସେ ଏହି ସିରିଜରେ ତିନୋଟି ଶତକ ହାସଲ କରିଥିଲେ। ଟିମ୍ ଇଣ୍ଡିଆର ଦ୍ରୁତ…