ମହାନଦୀରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ନ ଥିବା କହିଲେ ଏସଆରସି, ବର୍ଷା କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର – ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ ଜେନା । ବୈଠକ ପରେ ସେ ସୂଚନା ଦେଇଛନ୍ତି ଯେ, ମହାନଦୀରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ନାହିଁ । ବର୍ଷା କ୍ଷୟକ୍ଷତିର ଆକଳନ କରିବାକୁ…

ଏଲଜେପି ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ତିନିମାସ ପୂର୍ବେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ବିହାରର ସମସ୍ତିପୁରର ଏଲଜେପି ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ଦିଲ୍ଲୀ କନୌଟ୍ ପ୍ଲେସ ପୋଲିସ ବଳାତ୍କାର ମାମଲା ରୁଜୁ କରିଛି। ଏଫ୍ଆଇଆର୍ ରେ ଏଲଜେପି ନେତା ଚିରାଗ ପାସୱାନଙ୍କ ନାମ ମଧ୍ୟ ରହିଛି, ଯିଏ ତାଙ୍କ ସମ୍ପର୍କୀୟ…

ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ସେପ୍ଟେମ୍ବର, ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ୫୮୦ କୋଟି ୮୨ ଲକ୍ଷ…

ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନକର ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଏଜ (୧୪ ସେପ୍ଟେମ୍ବର) ମଙ୍ଗଳବାର ଦିନେ ରାଉରକେଲାକେ ଆଇକରି ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବାଣ୍ଟି କରି କାର୍ଯ୍ୟକ୍ରମକୁ ଶୁଭ ଦେଇଥିଲେ । ଇତାର ସଂଗେ ୫୮୦ କୋଟି ୮୨ ଲକ୍ଷ ଟଙ୍କା…

ସୁନ୍ଦରଗଡ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର…

ଭୁବନେଶ୍ୱର- ସୁନ୍ଦରଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ଏଥିପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଜିଲ୍ଲାର ୬ ଶହ କୋଟି ଟଙ୍କା ବିଶିଷ୍ଟ…

କଂଗ୍ରେସରେ ଯୋଗ ଦେଇପାରନ୍ତି କହ୍ନେୟା କୁମାର

ନୂଆଦିଲ୍ଲୀ: ନିର୍ବାଚନ ​​ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଚାଲିଥିବା ଆଲୋଚନା ମଧ୍ୟରେ କହ୍ନେୟା କୁମାରଙ୍କ ବିଷୟରେ ଚର୍ଚ୍ଚା ଜୋର୍ ଧରିଛି। ଯଦି ସୂତ୍ରକୁ ବିଶ୍ବାସ କରାଯାଏ, ତେବେ କହ୍ନେୟା କୁମାର ଦୁଇ ଜଣ କଂଗ୍ରେସ ନେତାଙ୍କ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ସହ କଥା…

ନିଜେ ହିଁ ନିଜର ଅପହରଣ ନାଟକ ରଚିଥିଲା ସ୍ୱିଗି ଡେଲିଭରି ବୟ, ରାଜ୍ୟବାହାରୁ ମିଳିଳା ସନ୍ଧାନ

ଭୁବନେଶ୍ୱର – ରାଜଧାନୀର ଧଉଳି ନିକଟରୁ ନିଖୋଜ ହୋଇଥିବା ସ୍ୱିଗି ଡେଲିଭରି ବୟର ସନ୍ଧାନ ମିଳିବା ସହ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହୃତ ହୋଇ ନ ଥିଲା,ବରଂ ନିଜେ ହିଁ ନିଜର ଅପହରଣର ନାଟକ ରଚିଥିଲା । ପ୍ରେମ ପାଇଁ ସେ ରଚିଥିଲା ଅପହରଣ ନାଟକ । ସେ ଟ୍ରେନ ଯୋଗେ…