ଲଗାଣ ବର୍ଷାରେ ରାଜ୍ୟରେ କ୍ଷୟକ୍ଷତି ସଂପର୍କିତ ସୂଚନା ଦେଲେ ଏସଆରସି, ୪ ମୃତ ୨ ନିଖୋଜ, ୧୩୯ ରାସ୍ତା ଜଳମଗ୍ନ

ଭୁବନେଶ୍ୱର – ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି । ବର୍ଷା ଯୋଗୁଁ ୧୩୯ଟି ରାସ୍ତା ଜଳମଗ୍ନ ହୋଇଥିଲା । ଏବେ…

ଏଥର ବି ବାଣ ଫୁଟାଇ ପାରିବେ ନାହିଁ ଦିଲ୍ଲୀବାସୀ, ଲାଗିଲା କଟକଣା

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଥର ମଧ୍ୟ ଜାତୀୟ ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ଧରି ଦିଲ୍ଲୀରେ ବାଣଫୁଟା ନିଷିଦ୍ଧ ହୋଇଛି । ଗତବର୍ଷ ବାୟୁ ପ୍ରଦୂଷଣ ସହ କରୋନା ସଙ୍କଟ କାରଣରୁ ଅରବିନ୍ଦ…

ଭାରତରେ ସ୍ପୁଟନିକ୍ ଲାଇଟ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ: ରୁଷ୍‌ର ସିଙ୍ଗଲ୍ ଡୋଜ୍ କରୋନା ଟିକା ସ୍ପୁଟନିକ୍ ଲାଇଟ୍‌କୁ ଭାରତରେ ଟ୍ରାଏଲ୍ ପାଇଁ ଅନୁମତି ମିଳିଛି । ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଏହି ରୁଷୀୟ ଟିକାକୁ ଟ୍ରାଏଲ୍ ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ସ୍ପୁଟନିକ୍ ଲାଇଟ୍ ଏକ ସିଙ୍ଗଲ୍ ଡୋଜ୍ କରୋନା ଟିକା । ଭାରତରେ ଏହି ଟିକାର…