ଟେଲିକମ୍ କ୍ଷେତ୍ର ପାଇଁ ରିଲିଫ୍ ପ୍ୟାକେଜ୍: ୧୦୦ ପ୍ରତିଶତ ଏଫଡିଆଇକୁ ମଞ୍ଜୁରି, ବକେୟା ଏଜିଆର୍ ଆଦାୟ ଉପରେ ଚାରିବର୍ଷ…

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଟେଲିକମ୍ କ୍ଷେତ୍ର ପାଇଁ ବଡ଼ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି। ଟେଲିକମ୍ କ୍ଷେତ୍ର ପାଇଁ ଏକ ବଡ଼ ଆଶ୍ବସ୍ତି କ୍ରମେ କେନ୍ଦ୍ର ସରକାର ବକେୟା ଏଜିଆର୍ ଆଦାୟକୁ ୪ ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି । ଆଡଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ…

ପୁରୀ ଜିଲ୍ଲାର ୨୬ଟି ଗାଁରେ ବନ୍ୟା ପରିସ୍ଥିତି

ପୁରୀ - ପୁରୀ ଜିଲ୍ଲାର ୨୬ଟି ଗାଁରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି । ହଜାର ହଜାର ହେକ୍ଟର ଜମିରେ ଉଦ୍ୟାନ କୃଷି ପ୍ରଭାବିତ ହୋଇଛି । ସପ୍ତାହକ ମଧ୍ୟରେ କୃଷି ଓ ରାଜସ୍ୱ ବିଭାଗ କ୍ଷତି ଆକଳନ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା…

ଗୌତମ ଦାସ ଜେଇଇ ମେନ ୨୦୨୧ର ଓଡିଶା ଟପ୍ପର 

ଭୁବନେଶ୍ୱର-ଏନଟିଏ ଦ୍ୱାରା ପରିଚାଳିତ ଜେଇଇ ମେନ୍ ୨୦୨୧ରେ ଗୌତମ ଦାସ ଓଡିଶା ଟପ୍ପର ହୋଇଛନ୍ତି । ବାଲେଶ୍ୱରର ବାସିନ୍ଦା ଗୌତମ ଭୁବନେଶ୍ୱରର ସାଇ ଇଂଟରନ୍ୟାସନାଲ ସ୍କୁଲରେ ପଢୁଥିଲେ । ତାନ୍ୟା ଦୀକ୍ଷିତ ମହିଳାଙ୍କ ଶ୍ରେଣୀରେ ଓଡିଶା ଟପ୍ପର ହୋଇଛନ୍ତି । ସେ ୯୯ ଦଶମିକ ୮ ପ୍ରତିଶତ ମାର୍କ…

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଲଗାଣ ବର୍ଷା ଯୋଗୁଁ ୨୧ଟି ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ : ଏସଆରସି

ଭୁବନେଶ୍ୱର – ମହାନଦୀର ତଳମୁଣ୍ଡରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିବ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ଏ ଯାଏଁ ମୋଟ ୧୮ଟି ଗେଟ୍ ଖୋଲାଯାଇ ବନ୍ୟାପାଣି ନିଷ୍କାସିତ…

ଟ୍ରିବ୍ୟୁନାଲ ନିଯୁକ୍ତି ନେଇ ପୁଣି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଅବମାନନା ମାମଲା ଚଳାଇବାକୁ ଚେତାବନୀ

ନୂଆଦିଲ୍ଲୀ: ବିଭିନ୍ନ ଟ୍ରିବ୍ୟୁନାଲ ଗୁଡ଼ିକରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସୁପ୍ରିମକୋର୍ଟ ପୁଣି ଭର୍ତ୍ସନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଦୁଇ ସପ୍ତାହ ମଧ୍ୟରେ ସରକାରଙ୍କ ଠାରୁ ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ମାଗିଛନ୍ତି । ଏପରିକି ସରକାରଙ୍କ ବିରୋଧରେ ଅଦାଲତ…