କରୋନା ଅପଡେଟ୍: ଚାରି ଦିନ ପରେ ଆସିଲା ୩୦ ହଜାରରୁ ଉର୍ଦ୍ଧ୍ବ ମାମଲା, ୪୩୧ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କ୍ଷେତ୍ରରେ ଉତ୍ଥାନ-ପତନ ଜାରି ରହିଛି। ଚାରି ଦିନ ପରେ ପୁଣି ଥରେ ଦେଶରେ ୩୦ ହଜାରରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୦,୫୭୦ ନୂଆ କରୋନା ମାମଲା ଆସିଥିଲା ​​ଏବଂ…

ତିନି ଦିନ ପରେ ରାଜ୍ୟରେ କୋରୋନା ସଂକ୍ରମଣ ପୁଣି ୫ ଶହ ଉପରେ, ୫୮୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶିଶୁ-କିଶୋରଙ୍କ ସଂଖ୍ୟା…

ଭୁବନେଶ୍ୱର – ତିନି ଦିନ ୫ ଶହରୁ ତଳେ ରହିବା ପରେ ପୁଣି ବଢିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୭ ଜଣ ଶିଶୁ କିଶୋର ବର୍ଗର ଅଛନ୍ତି । କିନ୍ତୁ ୮ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା…

ପୋଷଣକୁ ପରିପୃଷ୍ଟ କରୁଛି ‘ମୋ ଉପକାରୀ ବଗିଚା’

ଜୈବିକ ପଦ୍ଧତିରେ ନିଜ ଘରର ବାଡ଼ି ବଗିଚାରେ ନିଜେ ପରିଶ୍ରମ କରି ଗଢ଼ି ତୋଳିବେ ସୁନ୍ଦର ଓ ସବୁଜିମା ଭରା ବଗିଚାଟିଏ। ଏହା ଖାଲି ଯେ ଚତୁଃପାର୍ଶ୍ଵର ପ୍ରାକୃତିକ ପରିବେଶର ଶୋଭାବର୍ଦ୍ଧନ କରିବ ତା ନୁହେଁ, ସେଥିରୁ ମିଳିବ ପୁଷ୍ଟିକର ତତ୍ତ୍ବ ସମ୍ବଳିତ ଖାଦ୍ୟ। ମିଳିବ ତଟକା, ସବୁଜ ପନିପରିବା…