ସୋନୁ ସୁଦଙ୍କ ଅଫିସ୍ ରେ ଆୟକର ବିଭାଗର ସର୍ଭେ

ମୁମ୍ବାଇ: ଆୟକର ବିଭାଗ ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି। ଖବର ଅନୁଯାୟୀ, ଆଇଟି ଟିମ୍ ସୋନୁଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି। ତାଙ୍କର ଏକ ସମ୍ପତ୍ତିର ଆକାଉଣ୍ଟ ବୁକ୍ ର ଅନିୟମିତତା ଅଭିଯୋଗ ଆସିବା ପରେ ଦଳ ଏହି ସମ୍ପତ୍ତି ଉପରେ ସର୍ଭେ କରୁଛି। ଆଇଟି…