କାଲିଠାରୁ ଖୋଲିବ ନାହିଁ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର –ଆସନ୍ତାକାଲିଠାରୁ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ । ସ୍କୁଲ ଖୋଲିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ଜାନୁଆରୀ…

ଯାଜପୁର ଜିଲ୍ଲାରେ ବିପୁଳ ପରିମାଣର ଜାଲ୍ ନୋଟ ଜବତ

ଯାଜପୁର - ଯାଜପୁର ଜିଲ୍ଲାରେ ବିପୁଳ ପରିମାଣର ଜାଲ୍ ନୋଟ ଜବତ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥ ମହାଦେବ ଗାଁରେ ଏକ ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ମଙ୍ଗଳପୁର ଥାନା କାଟିଆ ଅଂଚଳର ବୋଲି ସୂଚନା ମିଳିଛି ।…

ରାଜ୍ୟରେ କୋରୋନା ଗ୍ରାଫ ଉପରମୁହାଁ, ଦିନକରେ ୪୨୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୨୪ କୋରୋନା ଆକ୍ରାନ୍ତ । ଅନେକ ଦିନ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହ ଡେଇଁଛି । ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ…

ମହିଳାଙ୍କ ପ୍ରତି ଅତ୍ୟାଚାରରେ ଉତ୍ତର ପ୍ରଦେଶ ନମ୍ବର ଓ୍ବାନ୍

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ଗତ ବର୍ଷ ଅର୍ଥାତ ୨୦୨୧ରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧର ୩୧,୦୦୦ ଅଭିଯୋଗ ଗ୍ରହଣ କରିଛି, ଯାହାକି ୨୦୧୪ ପରଠାରୁ ସର୍ବାଧିକ। ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଅଧାରୁ ଅଧିକ ଉତ୍ତର ପ୍ରଦେଶର। ୨୦୨୦ ତୁଳନାରେ ୨୦୨୧ରେ ମହିଳାଙ୍କ…