ରାଜ୍ୟରେ କୋରୋନାର ଉପରମୁହାଁ ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୨୯୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୮ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨୫୦ ଡେଇଁଛି । ସଙ୍ଗରୋଧରୁ ୧୭୬ ଓ ସ୍ଥାନୀୟ ଅଂଚଳରୁ ୧୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା…

ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ନବବର୍ଷ ୨୦୨୨ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ପ୍ରତିଟି ଜୀବନ ମଙ୍ଗଳମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ନୂଆବର୍ଷ ବାର୍ତ୍ତାରେ କହିଛନ୍ତି । ନୂଆ…

ପିଲାଙ୍କ ଟିକାକରଣ ପାଇଁ ଆଜିଠାରୁ ପଞ୍ଜୀକରଣ, କୋ-ଓ୍ବିନ୍ ଆପ୍ ଓ ଟିକା କେନ୍ଦ୍ରରେ ହୋଇପାରିବ ପଞ୍ଜୀକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ ରୁ ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବ । ଏଥିପାଇଁ ଆଜିଠାରୁ କୋ-ଓ୍ବିନ୍ ଆପ୍ କିମ୍ବା ଟିକା କେନ୍ଦ୍ରରେ ପଞ୍ଜୀକରଣ ତଥା ସ୍ଲଟ୍ ବୁକିଂ କରାଯାଇପାରିବ | ଟିକାକରଣର ସ୍ଲଟ୍ ବୁକିଂ ପାଇଁ ଦଶମ ଶ୍ରେଣୀ ଆଇଡି କାର୍ଡ ମଧ୍ୟ ଗ୍ରହଣ କରାଯିବ |…

CM Naveen Patnaik Extends New Year Wishes to People

Bhubaneswar: Odisha Chief Minister Naveen Patnaik has extended his warm greetings to the people of the State on New Year. ନୂଆ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ…

କରୋନା ପରୀକ୍ଷା ପାଇଁ ୨୪ ଘଣ୍ଟିଆ ବୁଥ୍ ସ୍ଥାପନ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ -୧୯ ମାମଲା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ରାଜ୍ୟରେ କରୋନା ପରୀକ୍ଷା ପାଇଁ ୨୪ ଘଣ୍ଟିଆ ବୁଥ୍ ସ୍ଥାପନ କରିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ଏହି ବୁଥଗୁଡିକରେ କୋଭିଡ -୧୯ ପାଇଁ ୨୪ ଘଣ୍ଟିଆ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସୁବିଧା…

ନୂଆ ବର୍ଷରେ ଅଘଟଣ: ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା, ୧୨ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ନୂଆ ବର୍ଷରେ ଜାମ୍ମୁ କାଶ୍ମୀର କାଟ୍ରା ସ୍ଥିତ ମାତା ବୈଷ୍ଣୋ ଦେବୀ ଭବନରେ ଅଘଟଣ ଘଟିଛି। ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ଏଥିସହ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ…