ଜିଲ୍ଲାପାଳ, ଏସପିଙ୍କ ବିଭିନ୍ନ ଘରୋଇ ଡାକ୍ତରଖାନା ପରିଦର୍ଶନ, ବିଏସ୍‌କେୱାଇ ଯୋଜନାର କାର୍ଯ୍ୟକାରିତାର ତଦାରଖ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ ରୂପାୟନ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଆଜି ଜିଲ୍ଲା ପାଳ ଶୁଭମ ସକସେନା ଏବଂ ଏସପି ବି. ଗଙ୍ଗାଧର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଘରୋଇ ଡାକ୍ତରଖାନା ଗୁଡିକ…

ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ସପ୍ତମ ବେତନ କମିଶନର ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ଭୁବନେଶ୍ବର: ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧…

ଓମିକ୍ରନ୍ ଆତଙ୍କ: କାଲିଠାରୁ ମୁମ୍ବାଇରେ ଦୈନିକ ୧୨ ଘଣ୍ଟା କଟକଣା

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ନୂଆବର୍ଷ ପାଳନ ଫିକା ପଡ଼ିବ । କରୋନା ମାମଲା ବଢୁଥିବାରୁ ମୁମ୍ବାଇରେ କଟକଣା ଜାନୁୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ ପ୍ରତିବନ୍ଧକ…

ଆଇପିଏସ ସ୍ତରରେ ଛୋଟ ଅଦଳବଦଳ, ନୀତି ଶେଖର ହେଲେ ଅତିରିକ୍ତ ପୋଲିସ କମିଶନର

ଭୁବନେଶ୍ୱର – ରାଜ୍ୟରେ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି । ନୀତି ଶେଖରଙ୍କୁ ଭୁବନେଶ୍ୱର-କଟକ ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ନୀତି ଶେଖର ହେଉଛନ୍ତି ୨୦୦୭ ବ୍ୟାଚର ଆଇପିଏସ ଅଫିସର । ଅତିରିକ୍ତ କମିଶନର ଥିବା ରେଖା ଲୋହାନିଙ୍କୁ ପଦୋନ୍ନତି ପରେ ବଦଳି…