ପରମ ଶାସ୍ତ୍ର ଭାଗବତ । ଶ୍ରୀ ଭାଗବତ ଜନ୍ମ ଅଵସରରେ।।

ଭାଦ୍ରବ ମାସ ପୂର୍ଣ୍ଣିମା ଦିନ ସର୍ବତ୍ର ଶ୍ରୀ ଭାଗବତ ଜନ୍ମ ପାଳନ କରାଯାଇଥାଏ। ଏହି ପବିତ୍ର ଦିନ କଳି ପାବନ ମହାନ ଶାସ୍ତ୍ର ଶ୍ରୀମଦ୍ଭାଗବତଙ୍କ ଆବିର୍ଭାବ ହୋଇଥିଲା। ଭଗବାନ ସ୍ୱୟଂ ନିଜ ମୁଖରେ କହିଛନ୍ତି କଳିଯୁଗରେ ଏହି ଗ୍ରନ୍ଥ ହିଁ ତାଙ୍କର ସ୍ୱରୂପ। ଏହା ସ୍ୱୟଂ ପ୍ରକାଶିତ ହୋଇଥିଲେ ମଧ୍ୟ…

ଗୀତା ମହାତ୍ମ୍ୟ: ଏବ ମୁକ୍ତାଓର୍ଜୁନଃ ସଂଖେ ରଥୋପସ୍ଥ ଉପାବିଶତ। ବିଶୃଜ୍ୟ ସଶରମ ଚାପମ ଶୋକ ସଂବିଗ୍ନ ମାନସ।।

ଗୀତା ମହାତ୍ମ୍ୟ: ଏବ ମୁକ୍ତାଓର୍ଜୁନଃ ସଂଖେ ରଥୋପସ୍ଥ ଉପାବିଶତ। ବିଶୃଜ୍ୟ ସଶରମ ଚାପମ ଶୋକ ସଂବିଗ୍ନ ମାନସ।। ସଞ୍ଜୟ କହିଲେ : ରଣଭୂମିରେ ଶୋକରେ ଉଦ ବିଗ୍ନମନା ଅର୍ଜୁନ ଏପରି କହି, ବାଣସହିତ ଧନୁ ତ୍ୟାଗ କରିଦେଇ ରଥର ପଶ୍ଚତ ଭାଗରେ ବସି ପଡିଲେ।। ( ଗୀତା ୧ମ ଅ। ୪୭ଶ ଶ୍ଳୋକ )