ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ…

ଭୁବନେଶ୍ବର: ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି…

କିଶୋରଙ୍କ ଟିକାକରଣ ମାସକ ମଧ୍ୟରେ ସରିବ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣକୁ ମାସକ ମଧ୍ୟରେ ଶେଷ କରାଯିବ । ଏଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଆସନ୍ତା ୧ ତାରିଖରୁ ଅନଲାଇନ ପଂଜୀକରଣ ଆରମ୍ଭ ହେବ । ଜାନୁଆରୀ ୩ ତାରିଖରୁ…

ଉତ୍ତର ପ୍ରଦେଶରେ କୋଭିଡ୍ ନିୟମ ସହ ଠିକ୍ ସମୟରେ ନିର୍ବାଚନ ଚାହୁଁଛନ୍ତି ସବୁ ଦଳ

ନୂଆଦିଲ୍ଲୀ: ଓମିକ୍ରନ ବିପଦ ସତ୍ତ୍ୱେ କୋଭିଡ ନିୟମ ସହ ଉତ୍ତର ପ୍ରଦେଶରେ ନିର୍ଦ୍ଧାରିତ ସମୟରେ ସମସ୍ତ ଦଳ ନିର୍ବାଚନ ଚାହୁଁଛନ୍ତି। ନିର୍ବାଚନ ଠିକ୍ ସମୟରେ କରିବାକୁ ସେମାନେ ଦାବି କରିଛନ୍ତି ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ କହିଛନ୍ତି । ନିର୍ବାଚନ ଆୟୋଗଙ୍କ‌…

ପୁରୁଷ ସିନିୟର ଜାତୀୟ ହକି କ୍ୟାମ୍ପ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ୭ ହକି ଖେଳାଳି

ଭୁବନେଶ୍ୱର- ପୁୁରୁଷ ସିନିୟର ଜାତୀୟ ହକି କ୍ୟାମ୍ପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଘୋଷିତ ୬୦ ଜଣିଆ ଦଳରେ ଓଡିଶାର ୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଅମିତ ରୋହିଦାସ, ନିଲମ ସଂଜୀବ ଖେସ, ଦୀପସାନ ତିର୍କି, ଅଭିଷେକ ଲାକ୍ରା,ବିଜୁ ଏକ୍କା, ଆଶିଷ କୁମାର ଟପ୍ନୋ ଓ ଶିଳାନନ୍ଦ…

କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ୮ ରାଜ୍ୟକୁ କେନ୍ଦ୍ରର ଚିଠି, ଟେଷ୍ଟିଂ, ଟିକାକରଣ ବଢ଼ାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ମାମଲାରେ ହଠାତ୍ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାର ସଂକ୍ରମଣ ହାର ଅଧିକ ଥିବା ୮ଟି ରାଜ୍ୟକୁ ଚିଠି ଲେଖିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଏହି ରାଜ୍ୟଗୁଡ଼ିକୁ ସ୍ପଷ୍ଟ ଭାବରେ କହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଦିନ ଦିଲ୍ଲୀ,…