ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ମିଶନଶକ୍ତି’ର ଭୂମିକାକୁ ଜାତିସଂଘ ଅଧିକାରୀଙ୍କ ପ୍ରଶଂସା

ଭୁବନେଶ୍ୱର – ‘ୟୁଏନ ଓମ୍ୟାନ’ର ଭାରତ ପ୍ରତିନିଧି ସୁସାନ ଜେନ୍ ଫର୍ଗୁସନ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଜେନ୍ ଫର୍ଗୁସନ । ଆଲୋଚନା ବେଳେ…

ଡ୍ରେନେଜ ବ୍ୟବସ୍ଥା ନେଇ ବିଏମସିର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିଷ୍ପତ୍ତି ସଂପର୍କରେ କାଲି ସୂଚନା

ଭୁବନେଶ୍ୱର – ଡ୍ରେନେଜ ବ୍ୟବସ୍ଥା ନେଇ ଭୁବନେଶ୍ୱର ମହାନଗର ନିଗମ –ବିଏମସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିଛି । ବିଏମସି କମିଶନର ସଞ୍ଜୟ ସିଂହ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଡ୍ରେନେଜ ସମସ୍ୟା ନେଇ କଣ ସବୁ ଆଲୋଚନା ଓ ନିଷ୍ପତ୍ତି ହୋଇଛି , ସେ ନେଇ ଆସନ୍ତାକାଲି ସୂଚନା ଦେବେ ବିଏମସି…

ମୁକୁଳା ଡ୍ରେନଗୁଡିକରେ ସ୍ଲାବ ପଡିବ, ବିଧାନସଭାରେ ନଗର ଉନ୍ନୟନ ବିଭାଗ ଷ୍ଟାଣ୍ଡିଂ କମିଟିର ୩ ଶହ କୋଟି ବ୍ୟୟବରାଦ

ଭୁବନେଶ୍ୱର- କଟକ, ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମୁକୁଳା ପଡିଥିବା ଡ୍ରେନ ଉପରେ ସ୍ଲାବ ପଡିବ । ବିଧାନସଭାରେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟିରେ ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ନିଷ୍ପତ୍ତି ହୋଇଛି । ବିଧାନସଭାର ଗୃହ କମିଟି ବୈଠକରେ ସହରାଂଚଳରେ ବନ୍ୟା…