ଜାମ୍ମୁର ଉଧମପୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍ ମୃତ

ଶ୍ରୀନଗର: ଆଜି ସକାଳେ ଜାମ୍ମୁର ଉଧମପୁର ଜିଲ୍ଲାରେ ଏକ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟ୍ ଏବଂ ସହପାଇଲଟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ଲୋକମାନେ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ତେବେ ହସ୍ପିଟାଲ ନିଆଯିବା ବାଟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ପାହାଡିଆ…

ଅଶ୍ଳୀଳ ଫିଲ୍ମ ମାମଲା: ଦୁଇ ମାସ ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫର ଦୁଇ ମାସ ପରେ ରାଜ କୁନ୍ଦ୍ରା ଶେଷରେ ଜେଲରୁ ମୁକୁଳିଛନ୍ତି । ରାଜଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରୁ ଆଜି ମୁକ୍ତ କରାଯାଇଛି। ଏଥି ସହ ତାଙ୍କ ସହକର୍ମୀ ରିୟାନ୍ ଥର୍ପେ ମଧ୍ୟ ତାଙ୍କ ସହ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ତାଙ୍କୁ…

ବ୍ରିଟେନର ନୂଆ କୋଭିଡ୍ ନିୟମକୁ ଭାରତର ବିରୋଧ, ଦୁଇ ଡୋଜ୍ ଟିକା ନେଇଥିଲେ ବି ଭାରତୀୟ ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବାକୁ…

ନୂଆଦିଲ୍ଲୀ: ବ୍ରିଟେନର ନୂଆ କୋଭିଡ -୧୯ ନିୟମ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ରିଟେନର ଏହି ନୂଆ ନିୟମ ଭେଦଭାବପୂର୍ଣ୍ଣ ବୋଲି ଭାରତ ଅଭିଯୋଗ କରିଛି। ଏହାର କାରଣ ହେଉଛି ବ୍ରିଟେନର ଏହି ନିୟମ ଅନୁଯାୟୀ ଯେଉଁମାନେ 'କୋଭିଶିଲ୍ଡ' ଟିକା ନେଇଛନ୍ତି ସେମାନଙ୍କୁ "ଅନଭାକ୍ସିନେଟେଡ୍" ବା ଟିକା…

ଅତାବିରାରେ ‘ସୁନାପୁଅ’ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ବରଗଡ- ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଆ ପୁଅ ପ୍ରମୋଦ ଭଗତ ଆଜି ନିଜ ମାଟି ବରଗଡ ଜିଲ୍ଲା ଅତାବିରାରେ ପହଂଚିଛନ୍ତି । ଗାଁ ଲୋକେ ଅଲିମ୍ପିକ ବିଜେତାକୁ ଭବ୍ୟ ସ୍ୱାଗତ କରିଛନ୍ତି । ଅଲିମ୍ପିକ୍ସ ପଦକ ଜିତିବା ପରେ ପ୍ରଥମ ଥର ପାଇଁ ଅତାବିରାକୁ ଆସିଥିବା…

ଗୁଳି ମାଡ଼ରେ ଚାଷୀ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଟୁଣୁକୁମ୍ପା ଗ୍ରାମରେ ଜଣେ ଚାଷୀଙ୍କ ଉପରେ ଗୁଳିମାଡ଼ ହୋଇଛି। କୌଣସି କାରଣରୁ ସେହି ଗ୍ରାମର ଜଣେ ଯୁବକ ଜମିରେ କାମ କରୁଥିବା ବେଳେ ଚାଷୀଙ୍କ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ୫୫ ବର୍ଷୀୟ ଶିବରାମ ନାୟକ ଗୁରୁତର ହୋଇ ଜମିରେ…