ଆଠ ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ଵାଧୀନ ସୁପ୍ରିମକୋର୍ଟ କଲେଜିୟମ ଦେଶର ବିଭିନ୍ନ ହାଇକୋର୍ଟର ଆଠ ଜଣ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ କରିଛି। ଯେଉଁ ବିଚାରପତିଙ୍କ ନାମ ପଦୋନ୍ନତି ପାଇଁ ସୁପାରିସ କରାଯାଇଛି ସେମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର…

କମିଶନରେଟ ପୋଲିସରେ ଅଦଳବଦଳ, ୬୦ ଏସଆଇ ଓ ଏଏସଆଇଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର – କମିଶନରେଟ ପୋଲିସରେ ବଡ ଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱରର ବିଭିନ୍ନ ଥାନାରୁ ଏସଆଇ ଓ ଏଏସଆଇଙ୍କ ମଧ୍ୟରେ ଅଦଳବଦଳ ହୋଇଛି । ୬୦ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି । କ୍ୟାପିଟାଲ ଥାନାରୁ ସହିଦନଗର ଥାନାକୁ ବଦଳି ହୋଇଛନ୍ତି ଏସଆଇ ସନ୍ତୋଷିନୀ ବେହେରା । ଲିଙ୍ଗରାଜ ଥାନାରୁ…

ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲା : ଜଣେ ଅଭିଯୁକ୍ତଙ୍କ ଆକାଉଂଟକୁ ଦୁବାଇରୁ ଆସିଛି ଟଙ୍କା

ଭୁବନେଶ୍ୱର- ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଅନେକ ଚାଂଚଲ୍ୟକର ତଥ୍ୟ ମିଳିବାରେ ଲାଗିଛି । ଗିରଫ ୫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଜେରା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଦୁବାଇରୁ ୨ଟି କିସ୍ତିରେ ୩୮ ହଜାର ଟଙ୍କା ଆସିଥିବା ଜଣାପଡିଛି । ଜଣେ…