ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କ ଜେରାରୁ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର- ଚାନ୍ଦିପୁର ଡିଆରଡିଓର ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କ ଜେରାରୁ ନୂଆ ନୂଆ ଚାଂଚଲ୍ୟକର ତଥ୍ୟ ସାମନାକୁ ଆସିବାରେ ଲାଗିଛି । ୨୦୨୦ରେ ଅଭିଯୁକ୍ତଙ୍କ ସହ ସଂପର୍କ ଗଢିଥିଲା ଜଣେ ରହସ୍ୟମୟୀ ଯୁବତୀ । ବିଭିନ୍ନ ପରିଚୟ ଓ ବୃତ୍ତିରେ କାମ କରୁଥିବା ନେଇ ଯୁବତୀ ଜଣକ…

କେନ୍ଦ୍ରର ଅନୁରୋଧ ଖାରଜ କଲେ ସୁପ୍ରିମକୋର୍ଟ, ଆସନ୍ତା ବର୍ଷ ନୁହେଁ ଚଳିତ ବର୍ଷରୁ ହିଁ ଏନଡିଏ ପରୀକ୍ଷା ଦେବେ ମହିଳା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ନୁହେଁ ଚଳିତ ବର୍ଷ ଠାରୁ ହିଁ ମହିଳାମାନେ ଏନଡିଏ ପ୍ରବେଶିକା ପରୀକ୍ଷା ଦେବେ । ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଏନଡିଏ ପ୍ରବେଶିକା ପରୀକ୍ଷାରେ ମହିଳା ପ୍ରାର୍ଥୀଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଡିଏରେ ମହିଳାଙ୍କ…

ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ସଂପର୍କରେ ଏମିତି କହିଲେ ବିଏମସି କମିଶନର

ଭୁବନେଶ୍ୱର – ୬୩ ବର୍ଷ ପରେ ରେକର୍ଡ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ଉପୁଜିଛି ବୋଲି ଭୁବନେଶ୍ୱର ମହାନଗର ନିଗମ –ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି । ସେ କହିଛନ୍ତି ଯେ, ରାଜଧାନୀରେ ଯେଉଁ ସବୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ହୋଇଥିଲା, ସେ ସବୁକୁ ଚିହ୍ନଟ କରାଯାଇଛି । ମୋଟ…

ଜଳଦ କୁମାର ତ୍ରିପାଠୀ ହେବେ ରାଜ୍ୟର ପରବର୍ତ୍ତୀ ସିଆଇସି

ଭୁବନେଶ୍ୱର – ତାମିଲନାଡୁର ପୂର୍ବତନ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ତାଙ୍କ ନାଁ ଉପରେ ମୋହନ ବାଜିଥିବା ଜଣାପଡିଛି । ଖୁବଶୀଘ୍ର ତାଙ୍କ ନିଯୁକ୍ତି ନେଇ…

ବଲାଙ୍ଗିର ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର - ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଟିଟିଲାଗଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ।…