କରୋନା ମୃତକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ଦ୍ୱାରା ହୋଇଥିବା ମୃତ୍ୟୁ ପାଇଁ କ୍ଷତିପୂରଣ ସ୍ଥିର କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମ୍ଏ) ଏ ବିଷୟରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି। ପ୍ରତ୍ୟେକ ମୃତ୍ୟୁ ପାଇଁ ପରିବାରକୁ ୫୦,୦୦୦ ଟଙ୍କା କ୍ଷତିପୂରଣ ମିଳିବ | ଏହି ଅର୍ଥ…

ଡଙ୍ଗରିଆ କନ୍ଧ ଜନଜାତିଙ୍କ କପଡାଗଣ୍ଡା ସାଲ୍‌କୁ ଜିଆଇ ଟ୍ୟାଗ୍ ପାଇଁ ଉଦ୍ୟମ ଆରମ୍ଭ

ରାୟଗଡା – ରାୟଗଡା ଜିଲ୍ଲା ନିୟମଗିରିର ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡାଗଣ୍ଡା ସାଲ୍‌କୁ ମିଳିବ ଜିଆଇ ଟ୍ୟାଗ୍ । ଏଥିପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ୱିଭର୍ସ ଆସୋସିଏସନ ଓ ଏସସିଇଆରଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଡଙ୍ଗରିଆ କନ୍ଧ ମହିଳାମାନେ ନିଜ ହାତରେ ଏହି ସାଲ୍…

ଭିଜିଲାନ୍ସ ଜାଲରେ ଥାନା ବାବୁ !

ଖୋର୍ଦ୍ଧା – ଭିଜିଲାନ୍ସ ଜାଲରେ ପଡିଛନ୍ତି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ । କଟକ ଫୁଲନଖରା ଆସୁଥିବା ବେଳେ ଖୋର୍ଦ୍ଧାରେ ୨ ଲକ୍ଷ ୮୦ ହଜାର ଟଙ୍କା ସହ ସୁଶାନ୍ତ ସାହଙ୍କୁୁ ଧରିଥିଲା ଭିଜିଲାନ୍ସ । ଗାଡିରେ ଏତେ ଟଙ୍କା କୁଆଡୁ ଆସିଲା, ସେ ନେଇ ଆଇଆଇସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ…