ରାଜ୍ୟରେ ଟିକା କେନ୍ଦ୍ର ସଂଖ୍ୟା ବୃଦ୍ଧି, ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ଫୋକସ୍ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଟିକାକେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି । ପୂର୍ବରୁ ୧୬ ଶହ କେନ୍ଦ୍ରରେ ଟିକାକରଣ ଚାଲିଥିଲା । ଏବେ ଟିକା କେନ୍ଦ୍ର ସଂଖ୍ୟା ୧ ହଜାର ୭୭୪ ରହିଛି । ଦୈନିକ ଚାରି ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକ ହେଲେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର…