କରୋନା ଅପଡେଟ୍: ଦିନକରେ ଆଉ ୩୧,୯୨୩ ନୂଆ ମାମଲା, ୨୮୨ ମୃତ

ନୂଆଦିଲ୍ଲୀ: ଭାରତରେ ପୁଣି ଥରେ ଗୋଟିଏ ଦିନରେ ୩୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୧,୯୨୩ ନୂଆ କରୋନା ମାମଲା ଆସିଥିବା ବେଳେ ୨୮୨ ଜଣ ପ୍ରାଣ ହରାଇଛନ୍ତି। ଏକାସାଙ୍ଗରେ ୨୪ ଘଣ୍ଟାରେ ୩୧,୯୯୦…

ଆମ ଧର୍ମଧାରା: ସର୍ବୋତ୍କୃଷ୍ଟ ଭକ୍ତି କାହାକୁ କୁହାଯାଏ

ବ୍ରହ୍ମା କହୁଛନ୍ତି :- ବେଦରୂପୀ ବାୟୁ ବହନ କରି ଆଣିଥିବା ଆପଣଙ୍କ ଚରଣକମଳ-କୋଷର ସୁଗନ୍ଧକୁ ଯେଉଁ ଲୋକେ ନିଜ କର୍ଣ୍ଣକୁହର ଦ୍ବାରା ସେବନ କରନ୍ତି, ସେମାନେ ବାସ୍ତବରେ ପରାଭକ୍ତି ରୂପୀ ଡୋରିରେ ଆପଣଙ୍କ ଚରଣକୁ ସେମାନଙ୍କ ହୃଦୟରେ ବାନ୍ଧିରଖନ୍ତି । ତେଣୁ ଆପଣ ସେମାନଙ୍କ ହୃଦୟକୁ ଛାଡ଼ି କଦାପି…

ଶ୍ରୀକ୍ଷେତ୍ର ଐତିହ୍ୟ: ଶ୍ରୀମନ୍ଦିର ଜଗମୋହନରେ କାହିଁକି ବନ୍ଦ ହେଲା ପୁରାଣ ଚର୍ଚ୍ଚା

ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଥିଲେ ମଣିଦାସ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ ଲୀଳାମୃତ ମଧ୍ୟରୁ ଭକ୍ତ ମଣିଦାସ କଥାଟି ପ୍ରଭୁଙ୍କ ଭକ୍ତ ବତ୍ସଳ ତାର ଏକ ନିଛକ ଉଦାହରଣ। "ଶରଣ ରକ୍ଷକ ଯା ବାନା, ନ ସହେ ସେକା ବେଦନା।" ସେତ ଭକ୍ତବତ୍ସଳ ମହାପ୍ରଭୁ ଜଗନ୍ନାଥ ନିଜ ଭକ୍ତଙ୍କ ନିମନ୍ତେ କ'ଣ…