ପେଗାସସ୍ ମାମଲା: ତଦନ୍ତ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ । ଆସନ୍ତା ସପ୍ତାହରେ ଏହି ନିର୍ଦ୍ଦେଶ ଜାରି କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆଜି ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି ଯେ ଆମେ…

ପିପିଲି ଉପନିର୍ବାଚନ : ବୟସ୍କ, ଦିବ୍ୟାଙ୍ଗ ଓ କୋଭିଡ ଆକ୍ରାନ୍ତ ଭୋଟରଙ୍କ ପାଇଁ ଆଜିଠୁ ପୋଷ୍ଟାଲ ବ୍ୟାଲାଟ ମତଦାନ

ପୁରୀ-ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ପେପରରେ ଆଜିଠାରୁ ମତଦାନ ଆରମ୍ଭ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ୮୦ରୁ ଅଧିକ ବୟସ୍କ ଭୋଟର୍‌, ଦିବ୍ୟାଙ୍ଗ ଭୋଟର୍ ଓ କୋଭିଡ ଆକ୍ରାନ୍ତଙ୍କ ପାଇଁ ଏହି ପୋଷ୍ଟାଲ ବାଲାଟ ଭୋଟିଂ ବ୍ୟବସ୍ଥା ଉଦ୍ଦିଷ୍ଟ ।…

ଆମେରିକାରେ ପହଞ୍ଚିଲେ ମୋଦି, ଆଜି ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ଆମେରିକୀୟ କମ୍ପାନୀ ସିଇଓଙ୍କୁ ଭେଟିବେ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ବିଶ୍ୱ ନେତାଙ୍କ ସହ ଆଲୋଚନା କରିବେ ଏବଂ…

ଭଞ୍ଜନଗରରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୧୨ ଆହତ

ଭଞ୍ଜନଗର- ଭଞ୍ଜନଗର ଲାଠିପଡା ନିକଟରେ ସଡକ ଦୁର୍ଘଟଣା ଘଟିଛି । ନୀଳକଣ୍ଠ ନାମକ ଏକ ଯାତ୍ରୀବାହୀ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭର ଓ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ । ବସ୍‌ଟି ଗୌଡଗୋଠରୁ କୃଷକମାନଙ୍କୁ ନେଇ ଭଞ୍ଜନଗର ଆସୁଥିଲା ବେଳେ…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା, ୨୬ରୁ ଓଡିଶାରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା

ଆଉ ଏକ ଭୁବନେଶ୍ୱର- ଆସନ୍ତାକାଲି ମିଆଁମାର ଉପକୂଳରେ ସକ୍ରିୟ ଏକ ଘୁର୍ଣ୍ଣିବଳୟ ବଙ୍ଗୋପସାଗରରେ ପହଂଚିବା ପରେ ସଂଧ୍ୟାରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖରୁ ଓଡିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓ ଉତ୍ତର ଓଡିଶାରେ…

ସ୍ପଷ୍ଟ କଲେ ସରକାର, କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ କମାଯିବ ନାହିଁ

ନୂଆଦିଲ୍ଲୀ: କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ୮୪ ଦିନର ବ୍ୟବଧାନ ହ୍ରାସ କରିବାକୁ ସରକାର ବିଚାର କରୁନାହାଁନ୍ତି। ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ସରକାର ବ୍ୟବଧାନ ହ୍ରାସ କରିବେ ନାହିଁ। କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ,…

ରାଜ୍ୟରେ ଆଉ ୬୪୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୭୨ ଜଣ ଶିଶୁ ଓ କିଶୋର

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ କୋରୋନା ସଂକ୍ରମଣ ୬ ଶହ ଉପରେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୪୪ ଜଣ ନୂଆ ଆକ୍ରାନ୍ତ । ୭୨ ଜଣ ଶିଶୁ ଓ କିଶୋର ମଧ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି । ସଙ୍ଗରୋଧରୁ ୩୭୫ ଓ ସ୍ଥାନୀୟ ଅଞ୍ଚଳରୁ ୨୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…