କରୋନା ଅପଡେଟ୍: ଦିନକରେ ଆଉ ୩୧,୯୨୩ ନୂଆ ମାମଲା, ୨୮୨ ମୃତ
ନୂଆଦିଲ୍ଲୀ: ଭାରତରେ ପୁଣି ଥରେ ଗୋଟିଏ ଦିନରେ ୩୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୧,୯୨୩ ନୂଆ କରୋନା ମାମଲା ଆସିଥିବା ବେଳେ ୨୮୨ ଜଣ ପ୍ରାଣ ହରାଇଛନ୍ତି। ଏକାସାଙ୍ଗରେ ୨୪ ଘଣ୍ଟାରେ ୩୧,୯୯୦…