ଭାରତରେ ଓମିକ୍ରନ୍ ମାମଲା ୮୦୦ ଟପିଲା

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ବୁଧବାର ଦିନ ରାଜସ୍ଥାନରେ ୨୩ଟି, ପଶ୍ଚିମବଙ୍ଗରେ ପାଞ୍ଚଟି, ଓଡିଶା ଏବଂ ୟୁପିରେ ୧-୧, ତାମିଲନାଡୁରେ ୧୧ଟି ଏବଂ ଆନ୍ଧ୍ରପ୍ରଦେଶରେ ୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ସଂକ୍ରମିତ ଓମିକ୍ରନ୍ ସଂଖ୍ୟା ୮୦୦…

ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ରିହାତି ପାଇବେ ଏହି ରାଜ୍ୟର ଦୁଇ ଚକିଆ ଗାଡ଼ି ଚାଳକ

ରାଞ୍ଚି: ଦାରିଦ୍ର ସୀମାରେଖା (ବିପିଏଲ) ତଳେ ରହୁଥିବା ଲୋକଙ୍କ ପାଇଁ ପେଟ୍ରୋଲ ଦରରେ ଝାଡ଼ଖଣ୍ଡ ସରକାର ଲିଟର ପିଛା ୨୫ ଟଙ୍କା ରିହାତି ପ୍ରଦାନ କରିଛନ୍ତି। ତାଙ୍କ ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ…

ସ୍ବାସ୍ଥ୍ୟ ବୀମା ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବୀମା ଯଦି ହୋଇଛି କ୍ଷତିପୂରଣ ଦେବାକୁ ମନା କରିପାରିବେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଥରେ ବୀମାଭୁକ୍ତ ହେଲା ପରେ ବୀମା କମ୍ପାନୀ ପ୍ରୋପୋଜଲ ଫର୍ମରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଆଧାରରେ ବୀମାରାଶି ଦେବାକୁ ମନା କରିପାରିବେ ନାହିଁ। ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ବିଭି ନାଗରତ୍ନା କହିଛନ୍ତି, ବୀମା…