ଶୀତଳାପଲ୍ଲୀ ୱାଗନ୍ ଫ୍ୟାକ୍ଟ୍ରୀ: ଅବହେଳାକୁ ସୁଧାରିବକି କେନ୍ଦ୍ର

ବ୍ରହ୍ମପୁର: ଗୋଟିଏ ଦଶନ୍ଧି ବିତିଗଲା। କେନ୍ଦ୍ରର ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଗଲା। ଗୋଟିଏ ପରେ ଗୋଟିଏ ରେଳ ବଜେଟ୍ ଚାଲିଗଲା। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ରେଳ ବଜେଟକୁ ଉଚ୍ଛେଦ କରି ସାଧାରଣ ବଜେଟରେ ମିଶାଇଦେଲେ। ହେଲେ ଓଡ଼ିଶା ପ୍ରତି ରେଳ…