ଶ୍ରୀକ୍ଷେତ୍ର ଐତିହ୍ୟ: ମନ୍ଦିର ଦର୍ଶନ ପରେ ବାହାର ପାହାଚରେ କିଛି ସମୟ ପାଇଁ କାହିଁକି ବସିଥାନ୍ତି

ଏହା ଏକ ପ୍ରାଚୀନ ପରମ୍ପରା ଯାହାର ବିଶେଷ ମହତ୍ତ୍ଵ ବା ଉଦ୍ଦ୍ଯେଶ ଅଛି । ବାସ୍ତବରେ ମନ୍ଦିରର ପାହାଚରେ ବସି ଏକ ଶ୍ଳୋକ ବୋଲିବା ଉଚିତ୍ ।ଆଜକାଲି ପ୍ରାୟତଃ ଲୋକମାନେ ଭୁଲିଯାଇଛନ୍ତି । ଏହି ଶ୍ଳୋକକୁ ମନେରଖି, ଆସୁଥିବା ପିଢିକୁ ବି ଅବଗତ କରାଇବା ଦରକାର । ଶ୍ଳୋକଟି :- " ଅନାୟାସେନ…