ଧାନବାଦ୍ ଜଜ୍ ଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଧକ୍କା ଦେଇଥିଲା ଅଟୋ ଡ୍ରାଇଭର୍: ସିବିଆଇ
ରାଞ୍ଚି: ଧାନବାଦ୍ କୋର୍ଟର ବିଚାରପତି ଉତ୍କଳ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ସିବିଆଇ ହାଇକୋର୍ଟରେ ବଡ଼ ସୂଚନା ଦେଇଛି। ଉତ୍କଳ ଆନନ୍ଦଙ୍କୁ ହତ୍ୟା କରାଯାଇଥିଲା। ଅଟୋରିକ୍ସା ଡ୍ରାଇଭର ଉଦ୍ଦେଶ୍ୟ ମୂଳକ ଭାବେ ବିଚାରପତିଙ୍କୁ ଧକ୍କା ଦେଇଥିଲା ବୋଲି ସିବିଆଇ ହାଇକୋର୍ଟଙ୍କୁ କହିଛି। ଅଟୋ ଧକ୍କା…