ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ଅବସରପ୍ରାପ୍ତ ଆଇପିଏସ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ

ଭୁବନେଶ୍ୱର – ଜଳଦ ତ୍ରିପାଠୀଙ୍କୁ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାମିଲନାଡୁର ପୂର୍ବତନ ଡିଜି ଜଳଦ ତ୍ରିପାଠୀ, ସୁନୀଲ କୁମାର ମିଶ୍ରଙ୍କ ସ୍ଥାନ ନେଇଛନ୍ତି । ସୁନୀଲ କୁମାର ମିଶ୍ର ସିଆଇସି…

ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ, ବିଜେବି କଲେଜ ଆଗରେ

ଭୁବନେଶ୍ୱର - ଯୁକ୍ତ ତିନି ଆଡମିଶନ ନେଇ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪୦ ହଜାର ୬୧୧ ଛାତ୍ରଛାତ୍ରୀ । ମୋଟ ୨ ଲକ୍ଷ ୪୪ ହଜାର ୨୫୨ ଜଣ ପିଲା ଆବେଦନ କରିଥିଲେ । ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି ବିଜେବି…

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅନ୍ତରାଳେ… ଆୟୁଷ୍ମାନକୁ ବିରୋଧ ଓ ବିଜୁ ସ୍ମାର୍ଟକାର୍ଡକୁ ନରସିଂହ ଓ…

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ବଲାଙ୍ଗୀର ଗସ୍ତ ଶେଷ ହୋଇଛି । ଜିଲ୍ଲାକୁ ପ୍ରାୟ ୮ ଶହ କୋଟି ଟଙ୍କାର ପ୍ରକଳ୍ପ ମିଳିଛି । ସେପଟେ , ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି…

ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ରୋଗୀ ଦେଖିପାରିବେ ଫାର୍ମାସିଷ୍ଟ, ୧୩ ପ୍ରକାର ରୋଗ ପାଇଁ ଦେଇପାରିବେ ଔଷଧ

ଭୁବନେଶ୍ୱର – ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଔଷଧ ଯୋଗାଇ ପାରିବେ । ଏ ନେଇ ସରକାରୀ ନିୟମ ଲାଗୁ ହୋଇଛି । ଯେଉଁ ଡାକ୍ତରଖାନାରେ ଜଣେ ଡାକ୍ତର ଅଛନ୍ତି,ସେଠାରେ ବିଭିନ୍ନ ସମୟରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ସୁପାରିଶ କରୁଛନ୍ତି । ଏହାକୁ…