ମହଙ୍ଗା ପଡ଼ିଲା ତ୍ରୁଟିପୂର୍ଣ୍ଣ ହେୟାରକଟ୍, ସେଲୁନ୍ ଦେବ ୨ କୋଟି ଟଙ୍କା କ୍ଷତିପୂରଣ
ନୂଆଦିଲ୍ଲୀ: ଜଣେ ମହିଳା ମଡେଲ୍ଙ୍କ ତ୍ରୁଟିପୂର୍ଣ୍ଣ ହେୟାରକଟ୍ ଏକ ସେଲୁନ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ ଉକ୍ତ ସେଲୁନ୍କୁ ଶହ କିମ୍ବା ହଜାରେ ନୁହେଁ ବରଂ ୨ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପଡିବ । ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ପରିସରରେ ଥିବା ସେଲୁନ୍କୁ ୨ କୋଟି…