ସଂକ୍ରମଣ ପୁଣି ଉପରମୁହାଁ, ଦିନକରେ ଆସିଲା ଆଉ ୧୬, ୭୬୪ ମାମଲା, ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଏହା ସହିତ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବିପଜ୍ଜନକ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬, ୭୬୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହି ରୋଗରେ ଆଉ ୨୨୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଦେଶରେ…

ଭାରତରେ ଓମିକ୍ରନ୍ ଯୋଗୁଁ ପ୍ରଥମ ମୃତ୍ୟୁ

ମୁମ୍ବାଇ: ଓମିକ୍ରନ୍ ରେ ଭାରତରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି | ଯଦିଓ ମହାରାଷ୍ଟ୍ର ସରକାର ମୃତ୍ୟୁର କାରଣ କରୋନା ବୋଲି ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ତାଙ୍କ ମୃତ୍ୟୁ ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ରିପୋର୍ଟରେ ମୃତକ ଓମିକ୍ରନ୍ ସଂକ୍ରମିତ ହୋଇଥିଲେ ବୋଲି…

ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ମୁମ୍ବାଇରେ ହାଇ ଆଲର୍ଟ, ରେଳଷ୍ଟେସନ ସହ ପ୍ରମୁଖ ସ୍ଥାନରେ ବଢ଼ିଲା ସୁରକ୍ଷା

ମୁମ୍ବାଇ: ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ପୁଣି ଆତଙ୍କବାଦୀ ଟାର୍ଗେଟରେ । ନୂଆବର୍ଷରେ ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ବଡ଼ ଆକ୍ରମଣ ହେବା ନେଇ ଗୁଇନ୍ଦା ସୂଚନା ରହିଛି । ସମ୍ଭାବ୍ୟ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଆଲର୍ଟ ଜାରି କରାଯିବା ପରେ ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ…

କାଶ୍ମୀର: ୨୪ ଘଣ୍ଟାରେ ୯ ଆତଙ୍କବାଦୀ ସଫା

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି । ଗତ ୨୪ ଘଣ୍ଟାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା, ସିଆରପିଏଫ୍ ଏବଂ କାଶ୍ମୀର ପୋଲିସ ଗତ ୨୪ ଘଣ୍ଟା ମଧ୍ୟରେ…

ଟେଷ୍ଟ କ୍ରିକେଟରୁ କ୍ୱିଣ୍ଟନ୍ ଡି’ କକଙ୍କ ଅଚାନକ ଅବସର

ଜୋହାନ୍ସବର୍ଗ: ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ଠାରୁ ହାରିବା ପରେ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର୍ ଖେଳାଳି ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ ହଠାତ୍ ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଚକିତ…