ରାଜ୍ୟରେ କୋରୋନାର ଉପର-ତଳ ଗତି ଜାରି , ଦୁଇ ଦିନ ପରେ ପୁଣି ୬ ଶହରୁ ତଳେ ଦୈନିକ ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ଉପର-ତଳ ଗତି ଜାରି ରହିଛି । ଦୁଇ ଦିନ ପରେ ପୁଣି ୬ ଶହ ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୩୯ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୭୭ ଜଣ ଶିଶୁ-କିଶୋର ଅଛନ୍ତି । ସଙ୍ଗରୋଧରୁ ୩୧୬ ଓ ସ୍ଥାନୀୟ ଅଞ୍ଚଳରୁ ୨୨୩…

କରୋନା ଅପଡେଟ୍: ଦେଶରେ ଆଉ ୩୧,୩୮୨ ନୂଆ ମାମଲା, ୩୧୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସକ୍ରିୟ ମାମଲା ପ୍ରାୟ ତିନି ଲକ୍ଷକୁ ଖସି ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩୧,୩୮୨ ନୂଆ ମାମଲା ଆସିଥିବ ବେଳେ ୩୧୮ ଲୋକ ପ୍ରାଣ ହରାଇଛନ୍ତି। ଏକାସାଙ୍ଗରେ ୨୪ ଘଣ୍ଟାରେ ୩୨,୫୪୨ ଲୋକ…

ମୁଣ୍ଡଳୀରେ ଫସିଛି ଦନ୍ତା ହାତୀ, ଉଦ୍ଧାର କାର୍ଯ୍ୟ ଆରମ୍ଭ

କଟକ- ମହାନଦୀ ପାଣିରେ ଭାସିଯାଇ ଗୋଟିଏ ଦନ୍ତା ହାତୀ ମୁଣ୍ଡଳୀ ବ୍ୟାରେଜ ନିକଟରେ ଫସି ରହିଛି । ଆଜି ସକାଳୁ ସକାଳୁ ଆଠଗଡ ନିକଟ ମହାନଦୀରେ ହାତୀଟି ପାର ହେଉଥିଲା ବେଳେ ପ୍ରଖର ସ୍ରୋତ ଯୋଗୁଁ ଭାସିଯାଇଥିଲା । ହାତୀଟି ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଛି । ମୁଣ୍ଡଳି ବ୍ରିଜରେ ଲାଗିଥିବା…

ମୁଖ୍ୟମନ୍ତ୍ରୀଙ୍କ ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର - ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିନିଦିନିଆ ଦିଲ୍ଲୀ ଗସ୍ତ ଆରମ୍ଭ ହେଉଛି । ଆସନ୍ତା ୨୬ତାରିଖରେ ମାଓବାଦୀ ଅଧ୍ୟୁଷିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ ନବୀନ । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ମଧ୍ୟ ବୈଠକରେ ଯୋଗ ଦେବେ । ୧୦ଟି ମାଓବାଦୀ ପ୍ରଭାବିତ…