କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨୯,୬୧୬ ନୂଆ ମାମଲା, ୨୯୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୧୬ ନୂଆ ମାମଲା ଆସିଥିବା ବେଳେ ୨୯୦ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ଆଉ ୨୮୦୪୬ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ…

ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ରେଡ୍ ଆଲର୍ଟ

ବ୍ରହ୍ମପୁର:  ସମ୍ଭାବ୍ୟ ବାତ୍ୟା ବେଳେ ପବନର ବେଗ ଘଣ୍ଟା ପିଛା ପ୍ରାୟ ୯୦ କିମି ରହିପାରେ। ଏହା ମଧ୍ୟ ବିପଦଜନକ। ବର୍ତ୍ତମାନ ନଦୀ ମାନଙ୍କରେ ପାଣି ଭରି ରହିଛି। ତେଣୁ ପ୍ରବଳ ବର୍ଷା ହେଲେ ଗଞ୍ଜାମ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇପାରେ। ଗଞ୍ଜାମ ଜିଲ୍ଲାକୁ ଏ ଦୃଷ୍ଟିରୁ ରେଡ୍ ଆଲର୍ଟ ଜାରି…

ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲେ ଇମ୍ରାନ ଖାନ, ଭାରତ ଦେଲା କଡ଼ା ଜବାବ

ନ୍ୟୁୟର୍କ: ଶନିବାର ସକାଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସବୁଥର ପରି ଏଥର ମଧ୍ୟ କାଶ୍ମୀର ପ୍ରସଙ୍ଗ ଉଠାଇଛି ପାକିସ୍ତାନ । ଇମ୍ରାନ ଅଭିଯୋଗ କରିଛନ୍ତି ଯେ ଭାରତ ଏକପାଖିଆ ପଦକ୍ଷେପ ନେଇ କାଶ୍ମୀରକୁ ଜବରଦଖଲ କରିଛି।…