କରୋନା ଅପଡେଟ୍: ଦେଶରେ ଆଉ ୬,୩୫୮ ନୂଆ ମାମଲା, ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର ୬,୩୫୮ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୨୯୩ ଜଣଙ୍କର ମୃତ୍ୟୁ…

ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରୁରାଲ୍ ୱାର୍କ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ସେଠୀଙ୍କ ଦିଗପହଣ୍ଡି…

ପ୍ରଥମ ସମେଟିଭ ଆସେସମେଂଟ ପରୀକ୍ଷା ପାଇଁ ଆଜିଠୁ ମାଟ୍ରିକ ପିଲାଏଁ ପାଇବେ ଆଡମିଟ୍ କାର୍ଡ

ଭୁବନେଶ୍ୱର- ଜାନୁଆରୀ ୫ ତାରିଖରୁ ମାଟ୍ରିକ ପିଲାଙ୍କ ପ୍ରଥମ ସମେଟିଭ ଆସେସମେଂଟ୍ ପରୀକ୍ଷା ଆରମ୍ଭ ହେଉଛି । ନୂଆ ଢାଂଚାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେବେ । ଏହି ପରୀକ୍ଷା ଓଏମଆରସିଟରେ ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ…

ବିସିସିଆଇ ସଭାପତି ଗାଙ୍ଗୁଲିଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ କୋଲକାତାର ଉଡଲାଣ୍ଡ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ରାତିରେ ଗାଙ୍ଗୁଲିଙ୍କ କରୋନା ପରୀକ୍ଷା କରାଯାଇଥିଲା | ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା…