ବ୍ରଜମଣ୍ଡଳ ପରିକ୍ରମା: ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡର ପ୍ରସିଦ୍ଧ ସପ୍ତଦଶ ଘାଟ
ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡର ଚତୁପାର୍ଶ୍ୱରେ ରହିଛି ଷୋଡ଼ଶ ପ୍ରସିଦ୍ଧ ଘାଟ। ପ୍ରତ୍ୟେକ ଘାଟର ମାହାତ୍ମ୍ୟ ଭିନ୍ନ ଭିନ୍ନ ଅଟେ। କାରଣ ବ୍ରଜଭୂମି ହେଉଛି ଅପ୍ରାକୃତ ଭୂମି। ଯେଉଁ ଭୂମିରେ ଆଜିବି ସ୍ୱୟଂ ଭଗବାନ ଲୀଳା ସଂରଚନା କରୁଛନ୍ତି। ଯାହାକୁ ସିଦ୍ଧ ସାଧକମାନେ ଆଜି ମଧ୍ୟ ଦର୍ଶନ କରି…