ଚରଣଜିତ୍ ସିଂ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫାର ୨୪ ଘଣ୍ଟା ପରେ ଶେଷରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। କଂଗ୍ରେସ ଦଳିତ ନେତା ଚରଣଜିତ ସିଂ ଚନ୍ନି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଦଳର ପଞ୍ଜାବ ପ୍ରଭାରୀ ଥିବା ହରିଶ ରାୱତ ଟ୍ୱିଟ୍ କରି କଂଗ୍ରେସ ବିଧାୟକ ଦଳର…

ଓଡିଶା ରିୟଲ ଇଷ୍ଟେଟ୍ ଅପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ ଅଫିସ ଉଦଘାଟିତ

ଭୁବନେଶ୍ୱର- ଓଡିଶା ରିୟଲ ଇଷ୍ଟେଟ୍ ଅପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ ଅଫିସ ଉଦଘାଟିତ ହୋଇଛି । ଭୁବନେଶ୍ୱର ସତ୍ୟନଗର ତୋଷାଳି ଭବନର ଏ- ୧ ବ୍ଲକ୍ ସପ୍ତମ ମହଲାରେ ନୂଆ କାର୍ଯ୍ୟାଳୟକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିନୀତ ସରଣ ଉଦଘାଟନ କରିଛନ୍ତି । ଏହି ଅବସରରେ ଓଡିଶା ହାଇକୋର୍ଟର…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଲ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି 

ଭୁବନେଶ୍ୱର - ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଢେଙ୍କାନାଳ, ସମ୍ବଲପୁର, ନୂଆପଡା,…

ମୋଦିଙ୍କ ଜନ୍ମଦିନରେ ରେକର୍ଡ ଟିକାକରଣ ନେଇ ରାହୁଲଙ୍କ କଟାକ୍ଷ, କହିଲେ ‘ଇଭେଣ୍ଟ’ ଶେଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଅଢ଼େଇ କୋଟିରୁ ଉର୍ଦ୍ଧ୍ବ କରୋନା ଟିକା ଦିଆଯିବାର ରେକର୍ଡ ଉପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ରବିବାର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ 'ଇଭେଣ୍ଟ' ଶେଷ ହୋଇଛି। Event ख़त्म!…