ଆଧାର ପାନ୍ ଲିଙ୍କ୍ ସମୟସୀମା ଆଉ ୬ ମାସ ବୃଦ୍ଧି

ନୂଆଦିଲ୍ଲୀ: : କେନ୍ଦ୍ର ସରକାର ପାନ୍ ସହିତ ଆଧାର ସଂଯୋଗ କରିବାର ସମୟସୀମାକୁ ୬ ମାସ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରେ ଶେଷ ହେଉଥିଲା କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।…

ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ୍ ଜେରା ଆରମ୍ଭ

କଟକ- ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରୁ ସମ୍ବେଦନଶୀଳ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପରେ କ୍ରାଇମବ୍ରାଂଚ ସ୍ପେଶାଲ ଟିମ୍ କଟକରେ ସେମାନଙ୍କୁ ଜେରା ଆରମ୍ଭ କରିଛି । ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରାକୁ ଜେରା କରୁଛି ଟିମ୍ । ଏଡିଜି ସଞ୍ଜୀବ ପଣ୍ଡାଙ୍କ…

କୋଦଳାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ଘର ଓ ବାଇକ୍ ପୋଡ଼ି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳାରେ ରବିବାର ପୂର୍ବାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟି କାଳିଆ ନାହାକ (୪୧) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସାଗର ନାହାକ ନାମକ ଆଉ ଜଣେ ଏହି ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜବାବରେ ପ୍ରତିପକ୍ଷ…

ଆଜି ବସିବ ପଞ୍ଜାବ କଂଗ୍ରେସ ବିଧାୟକ ଦଳ ବୈଠକ, ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ

ଚଣ୍ଡିଗଡ଼: କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନି ସବୁଠୁ ଆଗରେ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଦୌଡ଼ରେ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି…