ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡିଶା : ୨୨ରେ ବଲାଙ୍ଗିର ଗସ୍ତ, ସ୍ମାର୍ଟ ହେଲଥ କାର୍ଡ ବଂଟନ ସହ ବିଭିନ୍ନ…

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡିଶାର ବିକାଶ । ସୁନ୍ଦରଗଡ ପରେ ଆସନ୍ତା ୨୨ ତାରିଖରେ ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗିର, ଟିଟିଲାଗଡ ଓ ପାଟଣାଗଡ ଯିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର…

କରୋନା ଅପଡେଟ୍: ଦେଶରେ ଆଉ ୩୦,୭୭୩ ନୂଆ ମାମଲା, ୩୦୯ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମାମଲା ପୁଣି ୩୦ ହଜାର ଟପିଛି। ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୦,୭୭୩ ନୂଆ କରୋନା ମାମଲା ଆସିଛି ​​ଏବଂ ୩୦୯ ଲୋକ ପ୍ରାଣ ହରାଇଛନ୍ତି। ୩୮,୯୪୫ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି…

ଆଜିଠାରୁ ୟୁଏଇରେ ଆଇପିଏଲ୍-୨୦୧୧ ର ଦ୍ୱିତୀୟ ପର୍ଯ୍ୟାୟ, ମୁମ୍ବାଇ ଇଣ୍ଡିଆନ୍ସ -ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚରୁ ଆରମ୍ଭ…

ଦୁବାଇ: ଆଇପିଏଲ୍-୨୦୧୧ ର ଦ୍ୱିତୀୟ ପର୍ଯ୍ୟାୟ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇ ଭୋଲଟେଜ୍ ମୁକାବିଲା ସହ ଆରମ୍ଭ ହେବ | ଏହି ଟି-୨୦ ଲିଗ୍ ମାଧ୍ୟମରେ ଖେଳାଳିମାନେ ମଧ୍ୟ ଟି -୨୦ ବିଶ୍ୱକପ ପୂର୍ବରୁ ୟୁଏଇର ପରିବେଶ ସହ ଅଭ୍ୟସ୍ତ ହେବାକୁ ସୁଯୋଗ ପାଇବେ |…

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ : ଆଜିଠାରୁ ୨୪ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା 

ଭୁବନେଶ୍ୱର- ବଙ୍ଗୋପସାଗରରେ ଥିବା ଘୁର୍ଣ୍ଣିବଳୟ ଆଜି ଓଡିଶା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଆଜି ଉତ୍ତର ଓଡିଶା ଓ ଆସନ୍ତାକାଲି ଉପକୂଳ ଓଡିଶାରେରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଆଭ୍ୟନ୍ତରୀଣ…

ରାଜ୍ୟରେ ୬୨୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ , ଶିଶୁ-କିଶୋରଙ୍କ ସଂଖ୍ୟା ୯୫

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୯୫ ଜଣ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୬୨ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୭୨, କଟକରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…