ଅକ୍ଟୋବର ପହିଲାରୁ ଅସନ୍ତୁଷ୍ଟ ଯୁକ୍ତ ଦୁଇ ପିଲାଙ୍କ ପାଇଁ ଅଫ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର- ଫଳାଫଳରେ ଅସନ୍ତୁଷ୍ଟ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା ଆସନ୍ତାମାସ ୧ ତାରିଖରୁ ୧୧ ତାରିଖ ଯାଏଁ ହେବ । ରବିବାର ମଧ୍ୟ ପରୀକ୍ଷା ହେବ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ୧୩ ହଜାର ୪୩ ଜଣ ପିଲା ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି । କୋରୋନା ଗାଇଡଲାଇନ ମଧ୍ୟରେ…

ଦୈନିକ କୋରୋନା ସଂକ୍ରମଣ ୫ ଶହ ତଳେ ସ୍ଥିର , ଆଉ ୪୫୭ ନୂଆ ଆକ୍ରାନ୍ତ ତିହ୍ନଟ, ୭୩ ସଂକ୍ରମିତ ଶିଶୁ -କିଶୋର

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୫ ଶହ ତଳେ ହିଁ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୭୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ଶ୍ରେଣୀର । ସଙ୍ଗରୋଧରୁ ୨୬୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଚିଟଫଣ୍ଡ ଠକେଇ ମାମଲା : ଆଜିଠୁ ୩ ଦିନିଆ ରିମାଣ୍ଡରେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ

ଭୁବନେଶ୍ୱର- ଚିଟଫଣ୍ଡ ଠକେଇ ମାମଲାରେ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଆନ୍ଧ୍ର ପ୍ରଦେଶର ପୂର୍ବତନ ୱାଇଏସଆରସିପି ବିଧାୟକ ଏମ.ଭି ପ୍ରସାଦ । ତାଙ୍କୁ ଜେରା କରିବ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା –ଇଓଡବ୍ଲୁ । ଓପିଆଇଡି କୋର୍ଟ କ୍ରାଇମବ୍ରାଂଚକୁ ତିନିିଦିନିଆ ରିମାଣ୍ଡ ପାଇଁ…

ଭାରତରତ୍ନ ଏମ. ବିଶ୍ୱେଶରାୟଙ୍କ ଜନ୍ମବାର୍ଷିକୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର - ଆଜି ହେଉଛି ଭାରତର ସୁନାମଧନ୍ୟ ଯନ୍ତ୍ରୀ ଭାରତରତ୍ନ ଏମ.ବିଶ୍ୱେଶରାୟଙ୍କ ଜନ୍ମ ବାର୍ଷିକୀ । ତାଙ୍କ ଜନ୍ମଦିନକୁ ଭାରତରେ ଇଂଜିନିୟର ବା ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ. ବିଶ୍ୱେଶରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।…