ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କୁ କରୋନା

ଲଣ୍ଡନ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ହୋଇଛନ୍ତି। ଶାସ୍ତ୍ରୀ ଏବେ ପୃଥକବାସରେ ଅଛନ୍ତି। ଶାସ୍ତ୍ରୀଙ୍କ ସହ ସଂସ୍ପର୍ଶରେ ଆସିଥିବାରୁ ଦଳର ଅନ୍ୟ ତିନିଜଣ ସଦସ୍ୟ ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର.ଶ୍ରୀଧର ଏବଂ ଫିଜିଓ ନିତିନ ପଟେଲ୍ ମଧ୍ୟ ଆଇସୋଲେସନରେ…